ରମେଶ ପ୍ରସାଦ ପାଣିଗ୍ରାହୀ
ଓଡ଼ିଆ ନାଟ୍ୟକାର
(Ramesh Chandra Panigrahiରୁ ଲେଉଟି ଆସିଛି)
ରମେଶ ପ୍ରସାଦ ପାଣିଗ୍ରାହୀ (ଜନ୍ମ: ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ଔପନ୍ୟାସିକ ଓ ସଂଳାପ ଲେଖକ ।[୧] ସେ ୧୯୮୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୨୦ ମସିହାରେ ସାହିତ୍ୟ ଭାରତୀ ସମ୍ମାନ[୨] ପାଇଥିଲେ ।
ରମେଶ ପ୍ରସାଦ ପାଣିଗ୍ରାହୀ | |
---|---|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସାହିତ୍ୟ ଭାରତୀ ସମ୍ମାନ |
ୱେବସାଇଟ | |
rameshprasadpanigrahi |
ରଚନାବଳୀ ସମ୍ପାଦନା
ସମ୍ମାନ ଓ ପୁରସ୍କାର ସମ୍ପାଦନା
ଆଧାର ସମ୍ପାଦନା
- ↑ "Literature: Drama". www.odisha.gov.in. ଓଡ଼ିଶା ସରକାର. Retrieved 3 March 2020.
- ↑ "ରମେଶ ପାଣିଗ୍ରାହୀଙ୍କୁ ମିଳିବ 'ସାହିତ୍ୟ ଭାରତୀ' ପୁରସ୍କାର". ଧରିତ୍ରୀ. No. ଭୁବନେଶ୍ୱର. ଧରିତ୍ରୀ. 3 March 2020. p. 5. Archived from the original on 4 March 2020. Retrieved 3 March 2020.
- ↑ "ପାଣିଗ୍ରାହୀ, ରମେଶ". nationallibrary.gov.in. National Library of India e-catelogue. Retrieved 3 March 2020.
- ↑ "ଶାରଳା ପୁରସ୍କାର ଚୟନରେ ପାତର ଅନ୍ତର !". dhaulitimes.com/. dhauli times. Retrieved 3 March 2020.[permanent dead link]
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 March 2020.
- ↑ "ନାଟ୍ୟକାର ରମେଶ ପାଣିଗ୍ରାହୀ ପାଇବେ ସାହିତ୍ୟ ଭାରତୀ ସମ୍ମାନ". sambad.in. sambad. Archived from the original on 4 March 2020. Retrieved 3 March 2020.
- ↑ "LIST OF Awards". rajdhanibookfair.com. Archived from the original on 7 July 2022. Retrieved 24 February 2021.
- ↑ "ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ପାଇଲେ 'ଗୁରୁକୃପା ସମ୍ମାନ'". www.odishasambad.in. odisha sambad. Archived from the original on 13 December 2022. Retrieved 13 December 2022.
ଅଧିକ ତଥ୍ୟ ସମ୍ପାଦନା
- ଇଣ୍ଟରନେଟ ମୁଭି ଡାଟାବେସରେ ରମେଶ ପ୍ରସାଦ ପାଣିଗ୍ରାହୀ