ରାଜୁରା

(Rajuraରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Rajura
राजुरा
city
ଦେଶ India
ରାଜ୍ୟMaharashtra
ଜିଲ୍ଲାChandrapur
Elevation
181 m (594 ft)
Population
 (2001)
 • Total୨୫,୮୪୨
ଭାଷା
 • ସରକାରୀMarathi
Time zoneUTC+5:30 (IST)
PIN
442905
ଯାନବାହାନ ପଞ୍ଚୀକରଣMH 34

ରାଜୁରା ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଚନ୍ଦ୍ରପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ରାଜୁରା ୧୯.୭୭୯୨ ଉତ୍ତର ଅକ୍ଷାଂଶ ଓ ୭୯.୩୬୨୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଜୁରା ସହରର ମୋଟ ଜନସଂଖ୍ୟା ୨୫୮୪୨ ଅଟେ ।[୨] ସେଥି ମଧ୍ୟରୁ ୫୨.୩୯% ଜଣ ପରୁଷ ହୋଇଥିବା ବେଳେ ୪୭.୬୧% ଜଣ ନାରୀ ଅଟନ୍ତି । ରାଜୁରାର ସାକ୍ଷରତା ହାର ୭୨.୪୬% ଅଟେ । ଏହା ଜାତୀୟ ହାରଠାରୁ ୭.୬୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୪୮% ପ୍ରତିଶତ ପୁରୁଷ ଓ ୩୧.୯୮% ନାରୀ ଅଟନ୍ତି । ୧୪.୬୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ମରାଠୀ ରାଜୁରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା