ନରେନ୍ଦ୍ର ପ୍ରସାଦ ଦାସ

ଭାରତୀୟ ଓଡ଼ିଆ ସାହିତ୍ୟିକ
(Narendra Prasad Dasରୁ ଲେଉଟି ଆସିଛି)

ନରେନ୍ଦ୍ର ପ୍ରସାଦ ଦାସ (ଜନ୍ମ : ୧୯୪୨) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଲ୍‌ ସାହିତ୍ୟ ପୁରସ୍କାର ପାଇଥିଲେ ।

ନରେନ୍ଦ୍ର ପ୍ରସାଦ ଦାସ
ଜନ୍ମ୧୯୪୨
ସମିଆ, ଯାଜପୁର
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୨

ରଚନାବଳୀ ସମ୍ପାଦନା

  • ବିଜ୍ଞାନ ଓ ବିଜ୍ଞାନୀ
  • ବଡ଼ ସାନ ନାହିଁ ପରିବେଶରେ
  • ବିଜ୍ଞାନ ଭୋଜି
  • ବିଜ୍ଞାନର ସ୍ବର
  • କୋଳାହଳ ନା ହଳାହଳ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଲ୍‌ ସାହିତ୍ୟ ପୁରସ୍କାର - ୨୦୨୨ (କୋଳାହଳ ନା ହଳାହଳ)
  • କିଶୋର ଫଉଜ ପୁରସ୍କାର (ମାତୃଭୂମୀ ଖବରକାଗଜ ପ୍ରଦତ୍ତ)
  • ସଂସାର ସମ୍ମାନ
  • ଝୁମୁକା ପୁରସ୍କାର
  • ମୀନା‌ବଜାର ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧]


ଆଧାର ସମ୍ପାଦନା

  1. "କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷିତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 25 August 2022.