ଉଇକିପିଡ଼ିଆ:ଉଇକି ସମାଚାର

(NEWSରୁ ଲେଉଟି ଆସିଛି)

ବ୍ୟବହାରକାରୀ:Psubhashish/Navbar


ମେ-ଜୁନ ୨୦୧୨

                                  »ନୂଆ ପ୍ରକଳ୍ପ         »କର୍ମଶାଳା         »ଉଇକିଆଳି         »ଗଣମାଧ୍ୟମ

ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାରେ ଏକ ଖୋଲା ଜ୍ଞାନକୋଷ ଯେଉଁଥିରେ ନାନାଦି ବିଷୟରେ ବର୍ଣ୍ଣନା ରଖାଯାଇଥାଏ । ଏଥିରେ ସମସ୍ତଙ୍କୁ ପଢିବା ଓ ଲେଖିବାର ସୁବିଧା ରହିଥାଏ । ଓଡ଼ିଆ ପଢିଲେଖି ଜାଣିଥିବା ଯେକୌଣସି ବ୍ୟକ୍ତି ଏହାର ସମ୍ପାଦନା କରିପାରିବେ । ପ୍ରସଙ୍ଗସବୁ ଆରମ୍ଭ ହେଲାବେଳେ ସାଧାରଣତଃ ଖୁବ ଛୋଟ ଓ ଅଳ୍ପ ତଥ୍ୟଯୁକ୍ତ ହୋଇଥାଏ । କାଳକ୍ରମେ ଅନେକ ସଭ୍ୟ ଏଥିରେ ଅଧିକରୁ ଅଧିକ ତଥ୍ୟ ଯୋଡି ଏହାକୁ ଉନ୍ନତ କରିଥାନ୍ତି । ଉଇକି ସମାଚାର ଏକ ମାସିକ ପୃଷ୍ଠା ଯେଉଁଥିରେ ଏଥିରେ ହୋଇଥିବା ଘଟଣାବଳୀର ବିଶଦ ବିବରଣୀ ରହିଥାଏ ।

ବ୍ୟବହାରକାରୀ:Psubhashish/Navbar

ନୂଆ ପ୍ରକଳ୍ପ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆରେ ଆରମ୍ଭ ହୋଇଥିବା ନୂଆ ପ୍ରକଳ୍ପ:

କର୍ମଶାଳା ସମ୍ପାଦନା

ନାନାଦି ସ୍ଥାନରେ ସଙ୍ଗଠିତ ଉଇକିପିଡ଼ିଆ କର୍ମଶାଳା ଓ ମେଳଣ:

ଉଇକିଆଳି ସମ୍ପାଦନା

ନୂଆ ଉଇକିଆଳିଗଣ ଯେଉଁମାନେ ଏହି ଦୁଇମାସ ମଧ୍ୟରେ ଆମ ସହ ଯୋଡ଼ିହେବା ସହ ନୂତନ ପ୍ରସଙ୍ଗ ଗଢ଼ିବା ତଥା ପୁରାତନ ପ୍ରସଙ୍ଗରେ ଅଧିକ ଲେଖି ତାହାକୁ ଉନ୍ନତ କରିବାରେ ସହଯୋଗ କରିଥିଲେ:

ଗଣମାଧ୍ୟମ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ବାବଦରେ ଖବର ଅନେକ ଖବରକାଗଜ ତଥା ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା, ସେହିସବୁର ବିବରଣୀ: