ମାଲଟା

(Maltaରୁ ଲେଉଟି ଆସିଛି)

ମାଲଟା ଦକ୍ଷିଣ ଇଉରୋପରେ ଥିବା ଏକ ଦେଶ।

ମାଲଟା ପତାକା
ମାଲଟା ଅବସ୍ଥିତି

ଇତିହାସ ସମ୍ପାଦନା

ଅତୀତରେ ମାଲ୍ଟା ଉପରେ ଫୋଏନ୍ସିଆନ୍, ରୋମନ୍ ,ମୋରିସ୍ ,ନୋରମନ୍ସ ,ସିସିଲିଆନ୍ସ ,ହମବର୍ଗ ,ସ୍ପେନ୍ ,ଫ୍ରେଞ୍ଚ୍ ,ଏବଂ ଇଂରେଜମାନେ ଆଧିପତ୍ୟ ବିସ୍ତାର କରିଛନ୍ତି । ମାଲ୍ଟା 21 ସେପ୍ଟେମ୍ବର 1964 ଇଂରେଜମାନଙ୍କଠାରୁ ସ୍ୱାଧୀନ ହୋଇଥିଲା ।

ବ୍ୟୁତ୍ପତ୍ତି ସମ୍ପାଦନା

ଅଧିକାଂଶ ଲୋକ ମାଲ୍ଟା ଶବ୍ଦର ବ୍ୟୁତ୍ପତ୍ତି ମାଲଟ୍ଟିସ୍ ଭାଷାରୁ ହୋଇଥିବା ଅନୁମାନ କରନ୍ତି । କିଛି ଲୋକଙ୍କ ମତରେ ଗ୍ରୀକ୍ ଶବ୍ଦ ମେଲିଟ୍ରୁ ମାଲ୍ଟା ହୋଇଛି । ଗ୍ରୀକ୍ରେ ମେଲିଟ୍ର ଅର୍ଥ ମିଠା ମଧୁ । ମାଲ୍ଟା ଅତୀତରେ ଇଉରୋପକୁ ମହୁ ଯୋଗଉଥିଲା ସମ୍ଭବତଃ ଏଇ କାରଣରୁ ଏଭଳି ନାମକରଣ କରାଯାଇଥିଲା ।ଅନ୍ୟ ଏକ ମତ ଅନୁସାରେ ମାଲ୍ଟା ଶବ୍ଦର ବ୍ୟୁତ୍ପତ୍ତି ଫେଏନିସିଆନ୍ ଶବ୍ଦ ମଲେଥିରୁ ଆସିଥିବା ଅନୁମାନ କରାଯାଏ । ଫୋଏନସିଆନ୍ ଭାଷାରେ ମାଲେଥିର ଅର୍ଥ ସ୍ୱର୍ଗ ।

ଭୂଗୋଳ ସମ୍ପାଦନା

ଧର୍ମ ସମ୍ପାଦନା

କ୍ୟାଥୋଲିଜମ୍ ମାଲ୍ଟାର ସରକାରୀ ଧର୍ମ ।

ପ୍ରଶାସନିକ ବିଭାଜନ ସମ୍ପାଦନା

ଭାଷା ସମ୍ପାଦନା

ମାଲ୍ଟାରେ ମୁଖ୍ୟତଃ ଇଂରାଜୀ ଏବଂ ମାଲ୍ଟିସ୍ରେ ସରକାରୀ କାର୍ଯ୍ୟ ହୋଇଥାଏ ।

ଆଧାର ସମ୍ପାଦନା