ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Gunupur Assembly constituencyରୁ ଲେଉଟି ଆସିଛି)
ଗୁଣୁପୁର (କ୍ରମିକ ସଂଖ୍ୟା: ୧୩୮) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଗୁଣୁପୁର (ବି), ଗୁଡାରି (ବି), ଗୁଣୁପୁର ବ୍ଳକ, ରାମନଗୁଡ଼ା ବ୍ଳକ, ପଦ୍ମପୁର ବ୍ଳକ ଗୁଡାରି ବ୍ଳକ ଓ ଚନ୍ଦ୍ରପୁର ବ୍ଳକ ।[୨][୩]
ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୩,୬୪୧ |
ଜିଲ୍ଲା: | ରାୟଗଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କୋରାପୁଟ |
ପଞ୍ଚାୟତ ସମିତି: | ୫ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: | ୨ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗଙ୍କଠାରୁ ୭୩୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରାମମୂର୍ତ୍ତି ମୁତିକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶିଶିର କୁମାର ଗମାଙ୍ଗଙ୍କଠାରୁ ୧୮,୭୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭][୪]
- ୨୦୨୪: ସତ୍ୟଜୀତ ଗମାଙ୍ଗ (କଂଗ୍ରେସ)
- ୨୦୧୯: ରଘୁନାଥ ଗମାଙ୍ଗ (ବିଜଦ)
- ୨୦୧୪: ତ୍ରିନାଥ ଗମାଙ୍ଗ (ବିଜଦ)
- ୨୦୦୯: (୧୩୮): ରାମମୂର୍ତ୍ତି ମୁତିକା (ବିଜଦ)
- ୨୦୦୪: (୮୦): ହେମାବତୀ ଗମାଙ୍ଗ (କଂଗ୍ରେସ)
- ୨୦୦୦: (୮୦): ରାମମୂର୍ତ୍ତି ଗମାଙ୍ଗ (ଭାଜପା)
- ୧୯୯୬ (ଉପ): ଭାଗିରଥୀ ଗମାଙ୍ଗ (ସ୍ୱାଧୀନ)
- ୧୯୯୫: (୮୦): ଅକ୍ଷୟ କୁମାର ଗମାଙ୍ଗ (କଂଗ୍ରେସ)
- ୧୯୯୦: (୮୦): ରାମମୂର୍ତ୍ତି ଗମାଙ୍ଗ (ଜନତା ଦଳ)
- ୧୯୮୫: (୮୦): ଭାଗିରଥୀ ଗମାଙ୍ଗ (କଂଗ୍ରେସ)
- ୧୯୮୦: (୮୦): ଭାଗିରଥୀ ଗମାଙ୍ଗ (କଂଗ୍ରେସ-ଇ)
- ୧୯୭୭: (୮୦): ଭାଗିରଥୀ ଗମାଙ୍ଗ (କଂଗ୍ରେସ)
- ୧୯୭୪: (୮୦): ଭାଗିରଥୀ ଗମାଙ୍ଗ (କଂଗ୍ରେସ)
- ୧୯୭୧: (୭୬): ଭାଗିରଥୀ ଗମାଙ୍ଗ (କଂଗ୍ରେସ-ଜେ)
- ୧୯୬୭: (୭୬): ଭାଗିରଥୀ ଗମାଙ୍ଗ (କଂଗ୍ରେସ)
- ୧୯୬୧: (୧୧): ନରସିଂହ ପାତ୍ର (କଂଗ୍ରେସ)
- ୧୯୫୭: (୯): ନରସିଂହ ପାତ୍ର (କଂଗ୍ରେସ) ଓ ସନ୍ୟାସୀ ଚରଣ ପିଦିକା (କଂଗ୍ରେସ)
- ୧୯୫୧: (୯): ଶବର ଡୁମ୍ବା (ଗଣ ପରିଷଦ) ଓ ଭାଗିରଥୀ ଗମାଙ୍ଗ (ଗଣ ପରିଷଦ)
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ଗୁଣୁପୁର [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରାମମୂର୍ତ୍ତି ମୁତିକା | ୪୧,୬୮୭ | ୩୮.୬୨ | - | |
କଂଗ୍ରେସ | ଶିଶିର କୁମାର ଗମାଙ୍ଗ | ୨୨,୯୩୮ | ୨୧.୨୫ | - | |
ସିପିଆଇ(ମାଲେ) ଲିବରେସନ | ତ୍ରିପତି ଗମାଙ୍ଗ | ୧୨,୮୯୦ | ୧୧.୯୪ | - | |
ଭାଜପା | ଅଶ୍ୱିନୀ ଗମାଙ୍ଗ | ୧୨,୪୪୧ | ୧୧.୫୩ | - | |
ସ୍ୱାଧୀନ | ଭାରିରଥୀ ଗମାଙ୍ଗ | ୫,୯୭୯ | ୫.୫୪ | - | |
ବସପା | ସେନାପତି କଡ଼ର୍କା | ୪,୨୭୮ | ୩.୯୬ | - | |
ସମୃଦ୍ଧ ଓଡ଼ିଶା | ସତ୍ୟନାରାୟଣ ପ୍ରତିକା | ୩,୯୨୬ | ୩.୬୪ | - | |
ସ୍ୱାଧୀନ | ଐସନତି ଶବର | ୩,୭୯୫ | ୩.୫୨ | - | |
ଭୋଟ ବ୍ୟବଧାନ | ୧୮,୭୪୯ | ୧୭.୩୭* | - | ||
ମତଦାନ ହାର | ୧,୦୮,୮୪୧ | ୬୦.୯୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
ସମ୍ପାଦନା- ↑ "Gunupur Assembly Election 2009, Orissa". empoweringindia.org. Archived from the original on 28 March 2014. Retrieved 21 June 2013.
Constituency: Gunupur (138) District : Rayagada
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
18749
- ↑ "State Elections 2004 - Partywise Comparision for 80-Gunupur Constituency of ORISSA". eci.nic.in. 2006. Retrieved 21 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf