ଦିଲ୍ଲୀପ ବେହେରା

ଓଡ଼ିଆ କବି
(Dilip Beheraରୁ ଲେଉଟି ଆସିଛି)

ଦିଲ୍ଲୀପ ବେହେରା ଜଣେ ଓଡ଼ିଆ ସାହିତ୍ୟିକ । ସେ ଉଭୟ ପଦ୍ୟ ଓ ଗଦ୍ୟ ସାହିତ୍ୟରେ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଜଣେ ଡାକ୍ତର । ଲଣ୍ଠନ ପୁସ୍ତକ ପାଇଁ ସେ ୨୦୨୨ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ ।[୧]

ଦିଲ୍ଲୀପ ବେହେରା
Born୧୯୮୮
ମଡ଼ାମପୁର, ମୟୂରଭଞ୍ଜ
Nationalityଭାରତୀୟ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୨

ଜୀବନୀ ସମ୍ପାଦନା

ଦିଲ୍ଲୀପ ୧୯୮୮ ମସିହାରେ ମୟୂରଭଞ୍ଜ ଜିଲ୍ଲାର ମଡ଼ାମପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୨]

ରଚନାବଳୀ ସମ୍ପାଦନା

  • ପାନ୍ଥଶାଳା
  • ଲେଭେଲ କ୍ରସିଂ
  • ଆସଟ୍ରେ
  • ଲଣ୍ଠନ
  • ଶବସତ୍କାର ଓ ଅନ୍ୟାନ୍ୟ ନାଟକ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର - ୨୦୨୨
  • କଥା ନବପ୍ରତିଭା ପୁରସ୍କାର - ୨୦୧୧
  • ମୟୁରଭଞ୍ଜ ଯୁବା ପୁରସ୍କାର
  • କିଶୋରୀ ଚରଣ ଗଳ୍ପ ପୁରସ୍କାର - ୨୦୨୧ (ପାନ୍ଥଶାଳା ପୁସ୍ତକ)[୩]
  • ଜଷ୍ଟିସ ହରିହର ମହାପାତ୍ର ନାଟ୍ୟସାହିତ୍ୟ ପୁରସ୍କାର[୪]

ଆଧାର ସମ୍ପାଦନା

  1. "Press Release Sahitya Akademy Yuva Puraskar 2022" (PDF). www.sahitya-akademi.gov.in. Archived (PDF) from the original on 24 August 2022. Retrieved 24 August 2022.
  2. "କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷିତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 25 August 2022.
  3. "ଦିଲ୍ଲୀପ ବେହେରା ପାଇବେ କିଶୋରୀଚରଣ ପୁରସ୍କାର". www.odishasambad.in. odisha sambad. Archived from the original on 24 August 2022. Retrieved 24 August 2022.
  4. "ଗଭୀର ଅନୁଭୂତି ଏବଂ ଦୀର୍ଘ ଅଭିଜ୍ଞତା ବିନା ସୃଜନଶୀଳ ସାହିତ୍ୟ ସମ୍ଭବ ନୁହେଁ : ଦିଲ୍ଲୀପ ବେହେରା". www.odishasambad.in. odisha sambad. Archived from the original on 24 August 2022. Retrieved 24 August 2022.