ଡାଏଜୋକ୍ସାଇଡ

ଡାଏଜୋକ୍ସାଇଡ, (ବ୍ରାଣ୍ଡ ନାମ ପ୍ରୋଗ୍ଲାଇସେମ/ Proglycem) ଏକ ଔଷଧ ଯାହା ବିଭିନ୍ନ କାରଣରୁ ଜାତ ହେଉଥିବା ନିମ୍ନ ରକ୍ତ ଶର
(Diazoxideରୁ ଲେଉଟି ଆସିଛି)

ଡାଏଜୋକ୍ସାଇଡ, (ବ୍ରାଣ୍ଡ ନାମ ପ୍ରୋଗ୍ଲାଇସେମ/ Proglycem) ଏକ ଔଷଧ ଯାହା ବିଭିନ୍ନ କାରଣରୁ ଜାତ ହେଉଥିବା ନିମ୍ନ ରକ୍ତ ଶର୍କରା ସ୍ତରର ଚିକିତ୍ସା ନିମନ୍ତେ ଦିଆଯାଏ । [୧] ଏଥିରେ ଅପସାରଣ ଅକ୍ଷମ ଆଇଲେଟ ଜୀବକୋଷ ଅର୍ବୁଦ ଓ ଲିଉସିନ ସମ୍ବେଦନଶୀଳ କାରଣ ଥାଇପାରେ । [୨] ଏହା ଅମାନିଆ ସଲଫୋନିଲୁରିଆ ବିଷର ଚିକିତ୍ସାରେ ମଧ୍ୟ ଦିଆଯାଏ । [୩] ଏହା ସାଧାରଣତଃ ପାଟିରେ ଦିଆଯାଏ | [୨]

ଡାଏଜୋକ୍ସାଇଡ
Clinical data
Trade namesProglycem, Balila
AHFS/Drugs.commonograph
data
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth, intravenous
ATC code
Legal status
Legal status
Pharmacokinetic data
Protein binding90%
MetabolismLiver oxidation and sulfate conjugation
Elimination half-life21-45 hours
ExcretionKidney
Identifiers
  • 7-Chloro-3-methyl-4H-1,2,4-benzothiadiazine 1,1-dioxide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.006.063 Edit this at Wikidata
Chemical and physical data
FormulaC8H7ClN2O2S
Molar mass୨୩୦.୬୭ g·mol−1
3D model (JSmol)
Melting point330 to 331 °C (626 to 628 °F)
  • Clc1ccc2c(c1)S(=O)(=O)/N=C(\N2)C
  • InChI=1S/C8H7ClN2O2S/c1-5-10-7-3-2-6(9)4-8(7)14(12,13)11-5/h2-4H,1H3,(H,10,11) checkY
  • Key:GDLBFKVLRPITMI-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ତରଳ ପଦାର୍ଥ ଅବଧାରଣ, କମ୍ ରକ୍ତ ପ୍ଲାଟେଲେଟ ସ୍ତର, ଦ୍ରୁତ ହୃଦସ୍ପନ୍ଦନ, କେଶ ବୃଦ୍ଧି ଏବଂ ବାନ୍ତି ହୋଇପାରେ | [୨] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ପାତ ଅନ୍ତର୍ଭୁକ୍ତ | [୨] ଏହା ରାସାୟନିକ ଭାବରେ ଥିଆଜାଇଁ ଡାଇୟୁରେଟିକ ସ‌ହିତ ସମାନ | [୨] ଅଗ୍ନାଶୟରୁ ଇନସୁଲିନ୍ କମାଏ ଏବଂ ଯକୃତରୁ ଗ୍ଲୁକୋଜ୍ ନିଷ୍କାସନ ବୃଦ୍ଧି କରି ଏହା କାମ କରେ | [୨]

ଯୁକ୍ତରାଷ୍ଟ୍ରରେ ୧୯୭୩ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଡାଏଜୋକ୍ସାଇଡ ଅନୁମୋଦିତ ହୋଇଥିଲା। [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠାନର ଜରୁରୀ ଔଷଧ ତାଲିକାରେ ଅଛି। [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୫] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହାର ମୁଲ୍ୟ ମାସକୁ ପ୍ରାୟ ୧୫୦୦ ଡଲାର୍ ଥିଲା | [୬] ଯୁକ୍ତରାଜ୍ୟରେ ଏହି ରାଶି ଏନଏଚଏସର ମୂଲ୍ୟ ପ୍ରାୟ £ ୫୯ ଥିଲା | [୭]

ଆଧାର ସମ୍ପାଦନା

  1. "Diazoxide Monograph for Professionals". Drugs.com (in ଇଂରାଜୀ). Retrieved 11 October 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Diazoxide Monograph for Professionals". Drugs.com (in ଇଂରାଜୀ). Retrieved 11 October 2019.
  3. Doyle, Máire E.; Egan, Josephine M. (2003-03-01). "Pharmacological Agents That Directly Modulate Insulin Secretion". Pharmacological Reviews (in ଇଂରାଜୀ). 55 (1): 105–131. doi:10.1124/pr.55.1.7. ISSN 1521-0081. PMID 12615955.
  4. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  5. British national formulary : BNF 76 (76 ed.). Pharmaceutical Press. 2018. p. 708. ISBN 9780857113382.
  6. "Proglycem Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 11 October 2019. Typical dose is 3mg/kg * 70 kg * 30 days = 6,300 mg at 11.58 per 50 mg
  7. British national formulary : BNF 76 (76 ed.). Pharmaceutical Press. 2018. p. 708. ISBN 9780857113382.