ଛନ୍ଦା ମିଶ୍ର

ଭାରତୀୟ ଓଡ଼ିଆ-ଭାଷୀ ଲେଖକ
(Chanda Mishraରୁ ଲେଉଟି ଆସିଛି)

ଛନ୍ଦା ମିଶ୍ର ଜଣେ ସାହିତ୍ୟିକା ଓ କଣ୍ଠଶିଳ୍ପୀ ।[୧] ତାଙ୍କ ଲିଖିତ ପ୍ରବନ୍ଧ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକା ସ୍ତମ୍ଭରେ ପ୍ରକାଶ ପାଇଛି ।[୨] ସେ ବିଭିନ୍ନ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ସେ ଜଡ଼ିତ ।

ଛନ୍ଦା ମିଶ୍ର
ଛନ୍ଦା ମିଶ୍ର ୨୦୧୯ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ
Nationalityଭାରତୀୟ
Citizenshipଭାରତୀୟ
Awardsଅକ୍ଷୟ ସଙ୍ଗୀତ ସମ୍ମାନ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଅକ୍ଷୟ ସଙ୍ଗୀତ ସମ୍ମାନ[୩]

ଆଧାର ସମ୍ପାଦନା

  1. "Odisha Bhasa Pratisthana". www.odishaculture.gov.in/. Culture dept Odisha Govt. Retrieved 22 July 2022. {{cite web}}: |archive-url= requires |archive-date= (help)
  2. "Utkal Prasanga" (PDF). www.magazines.odisha.gov.in/. Govt of Odisha. Retrieved 22 July 2022.
  3. "ରୁମଝୁମ ନାୟକଙ୍କୁ 'ଅକ୍ଷୟ ସାହିତ୍ୟ', ଛନ୍ଦା ମିଶ୍ର 'ଅକ୍ଷୟ ସଙ୍ଗୀତ'ରେ ସମ୍ମାନିତ". www.etvbharat.com. etvbharat. Retrieved 22 July 2022.