ବୋଟାଦ ଜିଲ୍ଲା
(Botad districtରୁ ଲେଉଟି ଆସିଛି)
ବୋଟାଦ ଜିଲ୍ଲା ଗୁଜରାଟର ଏକ ପ୍ରସାଶନିକ ଜିଲ୍ଲା ଅଟେ। ଏହା ଅହମଦାବାଦ ଜିଲ୍ଲାର ପଶ୍ଚିମ ଭାଗ ଓ ଭାବନଗର ଜିଲ୍ଲାର ଉତ୍ତର-ପଶ୍ଚିମ ଭାଗକୁ ନେଇ ୧୫ ଅଗଷ୍ଟ ୨୦୧୩ରେ ନୂତନ ଜିଲ୍ଲା ଭାଭେ ଗଠନ ହୋଇଥିଲା। [୧][୨] ବୋଟାଦ ଏହାର ସଦର ମହକୁମା ଅଟେ।
ବୋଟାଦ ଜିଲ୍ଲା | |
---|---|
![]() Location in Gujarat | |
ଦେଶ | ଭାରତ |
ରାଜ୍ୟ | ଗୁଜରାଟ |
ଭାଷା | |
• ସରକାରୀ | ଗୁଜରାଟୀ, ହିନ୍ଦୀ |
ସମୟ ମଣ୍ଡଳ | UTC+5:30 (IST) |
ୱେବସାଇଟ | http://www.botadcity.com |
ଭୂଗୋଳସମ୍ପାଦନ କରନ୍ତୁ
ଇତିହାସସମ୍ପାଦନ କରନ୍ତୁ
ପର୍ଯ୍ୟଟନସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ Kapil, Dave (14 August 2013). "7 new districts to start functioning from Independence Day". The Times of India. Archived from the original on 15 April 2015.
- ↑ "Maps of Gujarat's new 7 districts and changes in existing districts". Desh Gujarat. 13 August 2013. Archived from the original on 16 August 2013.
ବାହାର ତଥ୍ୟସମ୍ପାଦନ କରନ୍ତୁ
Coordinates: 22°10′12″N 71°40′12″E / 22.17000°N 71.67000°E
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |