ଅରବିନ୍ଦ ପଟ୍ଟନାୟକ

ଓଡ଼ିଆ ପ୍ରାବନ୍ଧିକ
(Arabinda Pattnaikରୁ ଲେଉଟି ଆସିଛି)

ଅରବିନ୍ଦ ପଟ୍ଟନାୟକ ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ । ସାହିତ୍ୟ ରଚନା ପାଇଁ ସେ ୨୦୨୨ ମସିହାରେ ସାହିତ୍ୟ ଭାରତୀ ସମ୍ମାନ ସମେତ ଅନେକ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି ।[୧]

ଅରବିନ୍ଦ ପଟ୍ଟନାୟକ
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ପ୍ରାବନ୍ଧିକ ଓ ଗବେଷକ
ପୁରସ୍କାରସାହିତ୍ୟ ଭାରତୀ ସମ୍ମାନ ୨୦୨୨


ରଚନାବଳୀ ସମ୍ପାଦନା

  • ସାରଥୀର ଶପଥ
  • ହେ ଅତୀତ କଥା କହ
  • ଅୟନାନ୍ତ
  • ପୁରାଣ ପରମ୍ପରା ଓ ଭାଗବତ
  • ତଥାପି ଏକାଭଳି
  • ପରମ୍ପରା ଓ ମୂଲ୍ୟବୋଧ
  • ଓଡ଼ିଶାରେ ଲୋକଧର୍ମର ପରମ୍ପରା
  • ଓଡ଼ିଆ ଲୋକସମାଜର ପ୍ରମୁଖ ପର୍ବପର୍ବାଣି
  • ଓଡ଼ିଆ ଲୋକଦର୍ଶନ ଓ ଲୋକଧାରା
  • ଓଡ଼ିଆ ସାହିତ୍ୟରେ ପୁରାଣ ପରମ୍ପରା
  • ତ୍ରିପର୍ଣ୍ଣା
  • ଚୟନିକା
  • ମନ କହୁଛି ଘୋଡ଼ା ଚଢ଼ିବି
  • ଆମ ସ୍ୱାଧୀନତା ସଂଗ୍ରାମର କାହାଣୀ
  • ଠେଙ୍ଗୁଣି ଓ ଅନ୍ୟାନ୍ୟ ପ୍ରସଙ୍ଗ
  • ଦିନଯାଏ ଦିନ ଆସେ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ସାହିତ୍ୟ ଭାରତୀ ସମ୍ମାନ - ୨୦୨୨ (ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ‌)
  • ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ - ୨୦୨୨ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୨]
  • ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ - ୨୦୨୧[୩]
  • ରାଜଧାନୀ ପୁସ୍ତକମେଳା ପୁରସ୍କାର (ଜୀବନୀ ସାହିତ୍ୟ), ୨୦୨୦[୪]

ଆଧାର ସମ୍ପାଦନା

  1. "ପ୍ରାବନ୍ଧିକ ଅରବିନ୍ଦ ପଟ୍ଟନାୟକ ପାଇଲେ ସାହିତ୍ୟ ଭାରତୀ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 March 2023. Retrieved 4 March 2023.
  2. "ଅରବିନ୍ଦ ପଟ୍ଟନାୟକ ପାଇବେ ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 March 2023. Retrieved 4 March 2023.
  3. "ବିଶିଷ୍ଟ ଗବେଷକ ଡ. ଅରବିନ୍ଦ ପଟ୍ଟନାୟକ ପାଇଲେ ୪ର୍ଥ ନଗେନ୍ଦ୍ରନାଥ ସମୃତି ସମ୍ମାନ". www.jitmedia.in. jitmedia.in. Archived from the original on 4 March 2023. Retrieved 4 March 2023.
  4. "ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଘୋଷଣା". ପ୍ରମେୟ. p. ୧୪. Archived from the original on 16 June 2023. Retrieved 16 June 2023.