ଅମରନାଥ ମନ୍ଦିର

ଭାରତର ଏକ ପ୍ରମୁଖ ମନ୍ଦିର, ଜାମ୍ମୁ-କାଶ୍ମୀର ରେ ଅବସ୍ଥିତ
(Amarnath Templeରୁ ଲେଉଟି ଆସିଛି)

ଅମରନାଥ, ହିନ୍ଦୁ ଧର୍ମର ଏକ ପ୍ରମୂଖ ଧର୍ମସ୍ଥଳୀ । [୧] ଏହା ଜମ୍ମୁ ଓ କାଶ୍ମୀରରାଜ୍ୟର ଶ୍ରୀନଗର ସହରର ଉତ୍ତର-ପୂର୍ବ ଦିଗରେ ୧୩୫ କି.ମି ଦୂର ସମୁଦ୍ରପତ୍ତନଠାରୁ ୧୩୬୦୦ ଫୁଟ ଉଚ୍ଚତାରେ ଏକ ପାହାଡି ଗୁମ୍ଫାରେ ଅବସ୍ଥିତ। ଏହି ଗୁମ୍ଫାର ଲମ୍ବ ଭିତରକୁ ୧୯ ମିଟର ଓ ପ୍ରସ୍ଥ ୧୬ ମିଟର ଏବଂ ଉଚ୍ଚତା ୧୧ ମିଟର ଅଟେ । ଏହି ଗୁମ୍ଫା ପୂରା ବରଷ ବାର ମାସ ବରଫରେ ଢାଙ୍କି ହୋଇରହିଥାଏ ଏବଂ ବରଫ ଟୋପା ଟୋପା ହୋଇ ପଥରରୁ ପଡି ଗୁମ୍ଫାମଧ୍ୟରେ ଗୋଟିଏ ଶିବଲିଙ୍ଗ ଆକାର ତିଆରି ହୋଇଥାଏ । ଏଠାରେ ଶିବ ଭଗବାନ ଅମରନାଥ ପୂଜା ପାଆନ୍ତି । ଏହା ଗ୍ରୀଷ୍ମକାଳରେ କିଛି ଦିନ ଶ୍ରଦ୍ଧାଳୁମାନଙ୍କ ଶିବଙ୍କୁ ଦରଶନ ପାଇଁ ଖୋଲାଯାଇଥାଏ ।

ଅମରନାଥ ଗୁମ୍ଫା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନPahalgam, Anantnag
Stateଜମ୍ମୁ ଓ କାଶ୍ମୀର
Countryଭାରତ
Architecture
Natural formation
Website
www.shriamarnathjishrine.com

ଇତିହାସ ସମ୍ପାଦନା

ଅମରନାଥ ଯାତ୍ରା ସମ୍ପାଦନା

ଆଧାର ସମ୍ପାଦନା

  1. "New shrine on Amarnath route". The Hindu. Chennai, India. 30 May 2005.

ବାହାର ତଥ୍ୟ ସମ୍ପାଦନା