ହାଜି ମହମ୍ମଦ ଆୟୁବ ଖାଁ
ଓଡ଼ିଆ ରାଜନୀତିଜ୍ଞ
ହାଜି ମହମ୍ମଦ ଆୟୁବ ଖାଁ (ଜନ୍ମ: ୧ ଜୁନ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ହାଜି ମହମ୍ମଦ ଆୟୁବ ଖାଁ | |
---|---|
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ସନ୍ତୋଷ ସିଂହ ସାଲୁଜା |
ପର ଅଧିକାରୀ | ସନ୍ତୋଷ ସିଂହ ସାଲୁଜା |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ସନ୍ତୋଷ ସିଂହ ସାଲୁଜା |
ପର ଅଧିକାରୀ | ସନ୍ତୋଷ ସିଂହ ସାଲୁଜା |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁନ ୧୯୪୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ହାଜି ୟାନି ଖୈରୁନ୍ନିସା ଖାନମ ହାଜି ୟାନି ନିଲୋଫର ଖାନମ |
ବାପା/ବୋଉ | ଅହମ୍ମଦ ଗଫର ଖାଁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବା ଓ ଶିକ୍ଷା
ସମ୍ପାଦନାହାଜି ମହମ୍ମଦ ଆୟୁବ ଖାଁ ୧୯୪୮ ମସିହାର ଜୁନ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅହମ୍ମଦ ଗଫର ଖାଁ ଏବଂ ପତ୍ନୀଙ୍କ ନାମ ହାଜି ୟାନି ଖୈରୁନ୍ନିସା ଖାନମ ଓ ହାଜି ୟାନି ନିଲୋଫର ଖାନମ।[୧]
ରାଜନୈତିକ ଜୀବନ
ସମ୍ପାଦନାହାଜି ମହମ୍ମଦ ଆୟୁବ ଖାଁ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ସ୍ୱାଧୀନ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ବିଜୁ ଜନତା ଦଳ |
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Haji. Md. Ayub Khan". odishaassembly.nic.in. Odisha Assembly. Retrieved 10 October 2021.