ହଳଦୀ ବସ‍ନ୍ତ ହେଉଛି ଏକ ହଳଦିଆ କଳା ରଂଗର ଛୋଟ ଆକାରର ଚଢେ‍ଇ ଯାହା ଭାରତ, ଶ୍ରୀଲଂକା ତଥା ଦକ୍ଷିଣ ପୁର୍ବ ଏସିଆରେ ଦେଖା ଯାଏ[୨] । ଏହା ଓଡ଼ିଶାରେ ମଧ୍ୟ ବହୁ ସଂଖ୍ୟାରେ ଦେଖା ଯାଏ[୩]

ହଳଦୀ ବସ‍ନ୍ତ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Passeriformes
କୁଳ: Oriolidae
ପ୍ରଜାତି: Oriolus
ଜାତି: O. xanthornus
ବାଇନୋମିଆଲ ନାମ
Oriolus xanthornus
Synonyms
  • Coracias Xanthornus

ବସବାସ ସମ୍ପାଦନା

ଏହା ଖୋଲା ଜଂଗଲ ତଥା ଚାଷ ଜମି ମାନଂକ ପାଖରେ ରହିଥାଂତି । ଗଛ ଉପରେ ସେମାନେ ବସା ବନାଇଥାଂତି । ଅଣ୍ଡା ଦେବାବେଳେ ବସାରେ ଦୁଇଟି ଅଣ୍ଡା ଥାଏ । ଗଛ ପତ୍ର ଗହଳରେ ସେମାନେ ତାଙ୍କର ଅଧିକାଂଶ ସମୟ ବିତାଇଥାଂତି ।

ଖାଦ୍ୟ ସମ୍ପାଦନା

ଏହି ଚଢେ‍ଇମାନେ ପୋକଜୋକ ତଥା ଫଳ ଖାଇଥାନ୍ତି , ବିଶେଷ କରି ଡିମିରି ଫଳ ।

ଆଧାର ସମ୍ପାଦନା

  1. BirdLife International (2016). "Oriolus xanthornus". The IUCN Red List of Threatened Species. IUCN. 2016: e.T22706437A94069629. doi:10.2305/IUCN.UK.2016-3.RLTS.T22706437A94069629.en. Retrieved 13 ଜାନୁଆରୀ 2018.
  2. "Black-hooded oriole". ଇଂରାଜୀ ଉଇକିପିଡ଼ିଆ. ଉଇକିପିଡ଼ିଆ. Retrieved 17 ମଇ 2018. {{cite web}}: |first= missing |last= (help)
  3. ପାଣିଗ୍ରାହୀ, ରାଜୀବ ଲୋଚନ (2005). Problems of Population in India. ଦରିଆଗଂଜ ନୂଆଦିଲ୍ଲୀ: ଡିସ୍କୋଭରୀ ପବ୍ଲିସିଂ ହାଉସ. p. ୧୨. ISBN 81-7141-975-5.