ସ୍ୟାନୋକୋବାଲାମିନ

ଭିଟାମିନ୍ ବି୧୨ ଅଭାବର ଚିକିତ୍ସା ପାଇଁ ବ୍ୟବହୃତ ।ହୁଏ |

ସ୍ୟାନୋକୋବାଲାମିନ ଜୀବସାର ବି୧୨ର ଏକ ବ୍ୟବସାୟିକ ନାମ (ଇଂରାଜୀରେ Cyanocobalamin) ଯାହା ଭିଟାମିନ ବି୧୨ ଅଭାବର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩]ଖାଦ୍ୟନଳୀ କର୍କଟ ରୋଗ ବା ମାଛ ଟେପ‌ୱର୍ମ ଥିଲେ ଅସ୍ତ୍ରୋପଚାର କରି ପାକସ୍ଥଳୀ ଅପସାରଣ କରିବା ପରେ ପର୍ନିସିଅସ୍ ଆନିମିଆ ହେଉଥିଲେ ଏହି ସ୍ୟାନୋକୋବାଲାମିନ ଦିଆଯାଏ ।[୫] ଭିଟାମିନ ବି୧୨ ଅଭାବର ଚିକିତ୍ସା ପାଇଁ ଏହା ହାଇଡ୍ରକ୍ସୋକୋବାଲାମିନ୍ ଅପେକ୍ଷା କମ୍ ପସନ୍ଦ କରାଯାଏ ।[୧] ଏହା ପାଟିରେ, ମାଂସପେଶୀର ଇଞ୍ଜେକସନ ବା ନାକରେ ସ୍ପ୍ରେ ଆକାରରେ ଦିଆଯାଏ ।[୧] [୨]

ସ୍ୟାନୋକୋବାଲାମିନ
Clinical data
Pronunciationsye AN oh koe BAL a min[୩]
Trade namesCobolin-M,[୩] Depo-Cobolin,[୩] others[୪]
AHFS/Drugs.com
MedlinePlusa604029
data
Pregnancy
category
  • AU: Exempt
  • US: C (Risk not ruled out)
Routes of
administration
By mouth, intramuscular, nasal spray[୧][୨]
Legal status
Legal status
  • US: OTC / Rx-only
Identifiers
ECHA InfoCard100.000.618 Edit this at Wikidata
Chemical and physical data
FormulaC63H88CoN14O14P
Molar mass୧,୩୫୫.୩୯ g·mol−1
3D model (JSmol)
Melting point300 °C (572 °F) +
Boiling point300 °C (572 °F) +
Solubility in water1/80 mg/mL (20 °C)
  • CC1=CC2=C(C=C1C)N(C=N2)C3C(C(C(O3)CO)OP(=O)([O-])OC(C)CNC(=O)CCC4(C(C5C6(C(C(C(=C(C7=NC(=CC8=NC(=C(C4=N5)C)C(C8(C)C)CCC(=O)N)C(C7(C)CC(=O)N)CCC(=O)N)C)[N-]6)CCC(=O)N)(C)CC(=O)N)C)CC(=O)N)C)O.[C-]#N.[Co+3]
  • InChI=1S/C62H90N13O14P.CN.Co/c1-29-20-39-40(21-30(29)2)75(28-70-39)57-52(84)53(41(27-76)87-57)89-90(85,86)88-31(3)26-69-49(83)18-19-59(8)37(22-46(66)80)56-62(11)61(10,25-48(68)82)36(14-17-45(65)79)51(74-62)33(5)55-60(9,24-47(67)81)34(12-15-43(63)77)38(71-55)23-42-58(6,7)35(13-16-44(64)78)50(72-42)32(4)54(59)73-56;1-2;/h20-21,23,28,31,34-37,41,52-53,56-57,76,84H,12-19,22,24-27H2,1-11H3,(H15,63,64,65,66,67,68,69,71,72,73,74,77,78,79,80,81,82,83,85,86);;/q;-1;+3/p-2/t31-,34-,35-,36-,37+,41-,52-,53-,56-,57?,59-,60+,61+,62+;;/m1../s1
  • Key:FDJOLVPMNUYSCM-QJRSUKKJSA-L

ସ୍ୟାନୋକୋବାଲାମିନ ସାଧାରଣତଃ ଭଲ ଭାବରେ ସହନ କରିହୁଏ ।[୬] ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଏବଂ ଗଲୁ ହୋଇପାରେ ।[୭] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ୍, କମ୍ ରକ୍ତ ପୋଟାସିୟମ୍ ଏବଂ ହୃଦ୍‌ପାତ ହୋଇପାରେ ।[୮] ଯେଉଁମାନେ କୋବାଲ୍ଟରେ ଆଲର୍ଜି କିମ୍ବା ଲେବର ରୋଗ ବା କୋବାଲ୍ଟ ଆଲର୍ଜି ଥିଲେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୯] ଭିଟାମିନ ବି୧୨ ଶରୀର ନିମନ୍ତେ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଶରୀରରେ ସ୍ୱତଃ ତିଆରି ହୁଏ ନାହିଁ କିନ୍ତୁ ଜୀବନ ପାଇଁ ଆବଶ୍ୟକ ।[୧୦] [୧୧]

ସ୍ୟାନୋକୋବାଲାମିନ ପ୍ରଥମେ ୧୯୪୦ ଦଶକରେ ନିର୍ମିତ ହୋଇଥିଲା ।[୧୨] ଏହା ଏକ ଜେନେରିକ ଔଷଧ ଓ ବିନା ପ୍ରେସକ୍ରିପସନରେ ଉପଲବ୍ଧ ।[୧] [୧୧] ଯୁକ୍ତରାଜ୍ୟରେ ଏନଏଚଏସ ପାଇଁ ୨୦୧୯ ସୁଦ୍ଧା ପ୍ରତି ଇଞ୍ଜେକ୍ସନ ପିଛା ୨.୯୦ ପାଉଣ୍ଡ ଖର୍ଚ୍ଚ ହୋଇଛି।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ୨୦୧୯ରେ ପ୍ରାୟ ୦.୭୭ ଆମେରିକୀୟ ଡଲାର ଥିଲା।[୧୩] ୨୦୧୭ ରେ, ଏହା ଆମେରିକାରେ ୧୭୦ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯାହାର ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।[୧୪] [୧୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ British national formulary : BNF 76 (76 ed.). Pharmaceutical Press. 2018. pp. 993–994. ISBN 9780857113382.
  2. ୨.୦ ୨.୧ "Cyanocobalamin Side Effects in Detail". Drugs.com. Retrieved 19 April 2019.
  3. ୩.୦ ୩.୧ ୩.୨ ୩.୩ "Vitamin B12 Injection: Side Effects, Uses & Dosage". Drugs.com. Retrieved 19 April 2019.
  4. "Cyanocobalamin – Drug Usage Statistics, United States, 2006–2016". ClinCalc.com. Retrieved 2019-11-09.
  5. "DailyMed – cyanocobalamin, isopropyl alcohol". dailymed.nlm.nih.gov. Retrieved 19 April 2019.
  6. Lilley, Linda Lane; Collins, Shelly Rainforth; Snyder, Julie S. (2019). Pharmacology and the Nursing Process E-Book. Elsevier Health Sciences. p. 83. ISBN 9780323550468.
  7. "Cyanocobalamin - FDA prescribing information, side effects and uses". Drugs.com. Retrieved 19 April 2019.
  8. "Cyanocobalamin - FDA prescribing information, side effects and uses". Drugs.com. Retrieved 19 April 2019.
  9. "DailyMed – cyanocobalamin, isopropyl alcohol". dailymed.nlm.nih.gov. Retrieved 19 April 2019.
  10. Markle HV (1996). "Cobalamin". Critical Reviews in Clinical Laboratory Sciences. 33 (4): 247–356. doi:10.3109/10408369609081009. PMID 8875026.
  11. ୧୧.୦ ୧୧.୧ Lilley, Linda Lane; Collins, Shelly Rainforth; Snyder, Julie S. (2019). Pharmacology and the Nursing Process E-Book. Elsevier Health Sciences. p. 83. ISBN 9780323550468.
  12. Orkin, Stuart H.; Nathan, David G.; Ginsburg, David; Look, A. Thomas; Fisher, David E.; Lux, Samuel (2014). Nathan and Oski's Hematology and Oncology of Infancy and Childhood E-Book. Elsevier Health Sciences. p. 309. ISBN 9780323291774.
  13. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  14. "The Top 300 of 2020". ClinCalc. Retrieved 11 April 2020.
  15. "Cyanocobalamin - Drug Usage Statistics". ClinCalc. Retrieved 11 April 2020.