ସୋଡ଼ିଅମ ନାଇଟ୍ରୋପୃସାଇଡ

ଏହା ଏକ ଔଷଧ ଯାହା ରକ୍ତଚାପ (blood pressure) କମ୍ କରିବାକୁ ଦିଆଯାଏ ।

ସୋଡ଼ିଅମ ନାଇଟ୍ରୋପୃସାଇଡ ବା ଏସଏନପି (ଇଂରାଜୀ ଭାଷାରେ Sodium nitroprusside ବା SNP, ବିକ୍ରୟ ନାମ ନାଇଟ୍ରୋପ୍ରେସ /Nitropress) ଏକ ଔଷଧ ଯାହା ରକ୍ତଚାପ (blood pressure) କମ୍ କରିବାକୁ ଦିଆଯାଏ । ଲକ୍ଷଣ‌ଯୁକ୍ତ ଅତ୍ୟୁଚ୍ଚ ରକ୍ତଚାପ (blood pressure is very high and resulting in symptoms) ଥିଲେ, କେତେକ ହୃଦ୍‌ପାତ ରୋଗରେ ଓ ଅପରେଶନ ସମୟରେ ରକ୍ତସ୍ରାବ (bleeding) କମେଇବା ନିମନ୍ତେ ଏହି ଔଷଧ ଦିଆଯାଏ । ନିରବଛିନ୍ନ ଧୀର ପ୍ରବାହିତ ଶିରାଭ୍ୟନ୍ତର ଇଞ୍ଜେକସନ (continuous injection into a vein) ଆକାରରେ ଏହା ଦିଆଯାଏ । ଏହାର ପ୍ରଭାବ ତୁରନ୍ତ ଆରମ୍ଭ ହୁଏ ଓ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ରହେ ।[୧]

ସୋଡ଼ିଅମ ନାଇଟ୍ରୋପୃସାଇଡ
Idealized depiction of this compound (top), and a picture of a sample (bottom).
Clinical data
Trade namesNipride, Nitropress, others
SynonymsSNP
AHFS/Drugs.commonograph
data
Pregnancy
category
  • AU: C
  • US: C (Risk not ruled out)
Routes of
administration
intravenous
ATC code
Legal status
Legal status
Pharmacokinetic data
Bioavailability100% (intravenous)
MetabolismBy haemoglobin being converted to cyanmethaemoglobin and cyanide ions
Onset of actionnearly immediate[୧]
Elimination half-life<2 minutes (3 days for thiocyanate metabolite)
Duration of action1 to 10 minutes[୧]
Excretionkidney (100%; as thiocyanate)
Identifiers
  • disodium pentacyano(nitroso)irondiuide
CAS Number
PubChem CID
DrugBank
ChemSpider
UNII
ChEMBL
ECHA InfoCard100.119.126 Edit this at Wikidata
Chemical and physical data
FormulaC5FeN6Na2O
Molar mass261.918
3D model (JSmol)
Density1.72 g/cm3
Solubility in water100 mg/mL (20 °C)
  • [Na+].[Na+].O=N[Fe--](C#N)(C#N)(C#N)(C#N)C#N
  • InChI=1S/5CN.Fe.NO.2Na/c5*1-2;;1-2;;/q;;;;;2*-1;2*+1
  • Key:FPWUWQVZUNFZQM-UHFFFAOYSA-N

ସୋଡ଼ିଅମ ନାଇଟ୍ରୋପୃସାଇଡର ସୋଡ଼ିଅମ ନାଇଟ୍ରୋପୃସାଇଡରେ ନିମ୍ନ ରକ୍ତଚାପ (low blood pressure) ଓ ସ୍ୟାନାଇଡ ବିଷକ୍ରିୟା (cyanide toxicity) ହୋଇପାରେ । ମେଥେମୋଗ୍ଲୋବିନେମିଆ (methemoglobinemia) ଭଳି ସାଂଘାତିକ ପ୍ରତିକ୍ରିୟା ମଧ୍ୟ ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସମ୍ଭାବନ ଯୋଗୁ ଏହା ଗର୍ଭାବସ୍ଥାରେ ଦିଆଯାଏନାହିଁ ।[୨] ଅଧିକ ମାତ୍ରାର ଔଷଧ ୧୦ ମିନିଟରୁ ଅଧିକ ସମୟ ଦିଆଯାଏନାହିଁ ।[୩] ଏହା ରକ୍ତନଳୀ ସ୍ଫୀତ କରି କାର୍ଯ୍ୟ କରେ ।[୧]

ସୋଡ଼ିଅମ ନାଇଟ୍ରୋପୃସାଇଡ ସନ ୧୮୫୦ରେ ଆବିଷ୍କୃତ ହୋଇଥିଲା ଓ ସନ ୧୯୨୮ରେ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା । [୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Sodium Nitroprusside". The American Society of Health-System Pharmacists. Retrieved 8 December 2016.
  2. "Nitroprusside (Nitropress) Use During Pregnancy". www.drugs.com. Retrieved 14 December 2016.
  3. WHO Model Formulary 2008 (PDF). World Health Organization. 2009. p. 283. ISBN 9789241547659. Retrieved 8 December 2016.
  4. Friederich, JA; Butterworth, JF 4th (July 1995). "Sodium Nitroprusside: Twenty Years and Counting". Anesthesia and Analgesia. 81 (1): 152–162. doi:10.1213/00000539-199507000-00031. PMID 7598246.{{cite journal}}: CS1 maint: numeric names: authors list (link)
  5. Nichols, David G.; Greeley, William J.; Lappe, Dorothy G.; Ungerleider, Ross M.; Cameron, Duke E.; Spevak, Philip J.; Wetzel, Randall C. (2006). Critical Heart Disease in Infants and Children (in ଇଂରାଜୀ) (2 ed.). Elsevier Health Sciences. p. 192. ISBN 9780323070072.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 146. ISBN 9781284057560.