ସେଫପ୍ରୋଜିଲ
ସେଫପ୍ରୋଜିଲ ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ମଧ୍ୟକର୍ଣ୍ଣ ସଂକ୍ରମଣ, ଚର୍ମ ସଂକ୍ରମଣ, ଷ୍ଟ୍ରେପ୍ ଗଳା ଏବଂ ନିମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ସାଇନୁସାଇଟିସ୍ ପାଇଁ ଏହା ଆଉ ସୁପାରିଶ କରାଯାଏ ନାହିଁ । [୧] ଏହା ପାଟିରେ ଦିଆଯାଏ । [୧]
Clinical data | |
---|---|
Trade names | Cefzil, Cefproz, others |
Synonyms | Cephprozil, cefproxil |
AHFS/Drugs.com | monograph |
MedlinePlus | a698022 |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 95% |
Protein binding | 36% |
Elimination half-life | 1.3 hours |
Identifiers | |
| |
Chemical and physical data | |
Formula | C18H19N3O5S |
Molar mass | ୩୮୯.୪୩ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ଯକୃତ ସମସ୍ୟା, ଦାଗ, ମୁଣ୍ଡ ବୁଲାଇବା ଏବଂ ଯୋନୀପଥ ଇଷ୍ଟ ସଂକ୍ରମଣ ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କ୍ଲୋଷ୍ଟ୍ରିଡିଏଡେସ୍ ଡିଫିସିଲ୍ ସଂକ୍ରମଣ ହୋଇପାରେ । [୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଅଧ୍ୟୟନ କରାଯାଇ ନାହିଁ । [୩] ଏହି ଔଷଧ ଦ୍ୱିତୀୟ ପିଢ଼ୀରସେଫାଲୋସ୍ପୋରିନ୍ ପରିବାରରେ ଅଛି । [୪]
୧୯୮୩ ମସିହାରେ ସେଫପ୍ରୋଜିଲ୍ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୧ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୫] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୬] ଯୁକ୍ତରାଷ୍ଟ୍ରରେ ୫୦୦ମିଗ୍ରାର ୨୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୪ ଡଲାର ଅଟେ। [୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Cefprozil Monograph for Professionals". Drugs.com (in ଇଂରାଜୀ). Archived from the original on 8 May 2021. Retrieved 30 December 2021.
- ↑ ୨.୦ ୨.୧ "DailyMed - CEFPROZIL tablet, film coated". dailymed.nlm.nih.gov. Archived from the original on 28 December 2021. Retrieved 30 December 2021.
- ↑ "Cefprozil (Cefzil) Use During Pregnancy". Drugs.com (in ଇଂରାଜୀ). Archived from the original on 23 January 2021. Retrieved 30 December 2021.
- ↑ Beauduy, Camille E.; Winston, Lisa G. (2020). "43. Beta-lactam and other cell wall - & membrane - active antibiotics". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. p. 832. ISBN 978-1-260-45231-0. Archived from the original on 2021-10-10. Retrieved 2021-11-30.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 496. ISBN 9783527607495. Archived from the original on 2021-06-19. Retrieved 2021-05-26.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୬.୦ ୬.୧ "Cefprozil". Archived from the original on 29 October 2016. Retrieved 30 December 2021.