ସୁବାଇ
ଅବସ୍ଥିତି
ସମ୍ପାଦନାଏହା ନନ୍ଦପୁର ବ୍ଲକ ଅନ୍ତର୍ଗତ ସୁବାଇ ଗ୍ରାମ ପଞ୍ଚାୟତର ତୁରିଆ ଗ୍ରାମ ନିକଟରେ ଅବସ୍ଥିତ। କୋରାପୁଟଠାରୁ ଏହାର ଦୂରତା ୩୪ କିଲୋ ମିଟର।
ବିଶେଷତା
ସମ୍ପାଦନାଷଷ୍ଠ ଶତାବ୍ଦୀର ଜୈନ ତିର୍ଥଙ୍କର ମନ୍ଦିର
ଆକର୍ଷଣ
ସମ୍ପାଦନାସୁବାଇରେଥିବା ଷଷ୍ଠ ଶତାବ୍ଦୀର ଜୈନ ତିର୍ଥଙ୍କର ମନ୍ଦିରରୁ ଉଦ୍ଧାର କରାଯାଇଥିବା ମୂର୍ତ୍ତି ସବୁ ଜୟପୁର ସଂଗ୍ରହାଳୟରେ ରଖା ଯାଇଛି। ସ୍ଥାନୀୟ ଲୋକେ ଏହାକୁ ଭୈରବନାଥ ଶିବ ମନ୍ଦିର ରୂପେ ପୂଜା କରିଥାନ୍ତି।
ଆଧାର
ସମ୍ପାଦନା- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |