ସୁପର୍ ବୟ୍

୨୦୨୧ ଓଡ଼ିଆ କଥାଚିତ୍ର

ସୁପର୍ ବୟ୍, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ କୁମାର ରାଉତ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] କେ. ଅନିଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ବିଜୟଲକ୍ଷ୍ମୀ ପରିଡ଼ା ଏହି କଥାଚିତ୍ରଟିର ମଧ୍ୟ କାହାଣୀ ରଚନା କରିଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]

ସୁପର୍ ବୟ୍
ନିର୍ଦ୍ଦେଶକକେ. ଅନିଶ
ପ୍ରଯୋଜକଅଜୟ କୁମାର ରାଉତ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟକେ. ଅନିଶ
କାହାଣୀକେ. ଅନିଶ
ବିଜୟଲକ୍ଷ୍ମୀ ପରିଡ଼ା
କଳାକାରଜ୍ୟୋତି ରଞ୍ଜନ ନାୟକ
ତମନ୍ନା ବ୍ୟାସ
ସୁଭାଶିଷ ଶର୍ମା
ପିଣ୍ଟୁ ନନ୍ଦ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣମାହି
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଫେବୃଆରୀ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ତମନ୍ନା ବ୍ୟାସ ।[୪][୫] ସୁଭାଶିଷ ଶର୍ମା, ପିଣ୍ଟୁ ନନ୍ଦ, ପ୍ରିୟଙ୍କା, ନମିତା ଦାସ ଆଦି କଳାକାରମାନ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୮] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଦୀପକ ଜେନା ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ସ୍ୱୟମ ପାଢ଼ୀ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ, ଅର୍ପିତା, ବୈଦ୍ୟନାଥ ଦାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ରମଣୀମଣି ତୁ"ନିର୍ମଳ ନାୟକହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ତୋ ଆଖି ମୋ ଆଇନା"ଅରୁଣ ମନ୍ତ୍ରୀସ୍ୱୟମ ପାଢ଼ୀ, ଅସୀମା ପଣ୍ଡା 
3."ସୁପର୍ ବୟ୍ (ଥିମ୍ ସଙ୍ଗ୍)"ନିର୍ମଳ ନାୟକସତ୍ୟଜିତ ପ୍ରଧାନ 
4."ସୁପର୍ ବୟ୍ (ପାର୍ଟି ସଙ୍ଗ୍‌)"ନିର୍ମଳ ନାୟକଅସୀମା ପଣ୍ଡା, ହ୍ୟୁମାନ ସାଗର, ଅର୍ପିତା, ବୈଦ୍ୟନାଥ ଦାଶ, ସ୍ୱୟମ ପାଢ଼ୀ 
5."ପ୍ରେମ ଗୁଡ଼ି"   

ଆଧାର ସମ୍ପାଦନା

  1. "ଏ ବର୍ଷ ବି ଚର୍ଚ୍ଚାରେ ରହିବେ ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 3 January 2020. Archived from the original on 23 January 2020. Retrieved 25 December 2021.
  2. "'ସୁପରବୟ'ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 28 April 2020. Archived from the original on 25 December 2021. Retrieved 25 December 2021.
  3. "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
  4. "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
  5. "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021. {{cite news}}: |archive-date= / |archive-url= timestamp mismatch; 1 ଅକ୍ଟୋବର 2020 suggested (help)
  6. "'ବିଭ୍ରାନ୍ତ'ର ଟ୍ରେଲର". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  7. "ତମନ୍ନା ଯାହା ଖୋଜୁଥିଲେ" (epaper). ଧରିତ୍ରୀ. 3 October 2019. Archived from the original on 25 December 2021. Retrieved 25 December 2021.
  8. "ଅନୁଭବ ଓ ବାବୁସାନଙ୍କ ପରେ ଏହି ଆଗଧାଡ଼ିର ନାୟକଙ୍କ ସହ ନଜର ଆସିବେ ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 July 2020. Archived from the original on 2 December 2020. Retrieved 25 December 2021.

ବାହାର ଆଧାର ସମ୍ପାଦନା