ସାଲେ-ୱାର୍କ ଜାଡ଼େ (Amharic: ሳህለወርቅ ዘውዴ, ୨୧ ଫେବୃଆରୀ ୧୯୫୦) ଜଣେ ଇଥିଓପୀୟ ରାଷ୍ଟ୍ରଦୂତ ଓ ୪ର୍ଥ ଓ ବର୍ତ୍ତମାନର ରାଷ୍ଟ୍ରପତି ଓ ଏହି ପଦବୀରେ ଥିବା ପ୍ରଥମ ମହିଳା । ସେ ସଂଘୀୟ ସାଂସଦୀୟ ପରିଷଦଦ୍ୱାରା ୨୫ ଅକ୍ଟୋବର ୨୦୧୮ରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । [୧]

ସାଲେ-ୱାର୍କ ଜାଡ଼େ
ሳህለወርቅ ዘውዴ
୪ର୍ଥ ଇଥିଓପିଆର ରାଷ୍ଟ୍ରପତି
Assumed office
୨୫ ଅକ୍ଟୋବର ୨୦୧୮
ପ୍ରଧାନ ମନ୍ତ୍ରୀଆବି ଅହମଦ ଅଲ୍ଲୀ
ପୂର୍ବ ଅଧିକାରୀମୁଲାଟୁ ଟେସୋମ
ଆଫ୍ରିକାନ ଇଉନିଅନ ପାଇଁ ମିଳିତ ଜାତିସଂଘର ଉପ ମହାସଚିବ
କାର୍ଯ୍ୟକାଳ
୨୭ ଜୁନ ୨୦୧୮ – ୨୫ ଅକ୍ଟୋବର ୨୦୧୮
Appointed byଆଣ୍ଟୋନିଓ ଗୁଟେରେସ
ପୂର୍ବ ଅଧିକାରୀହେଲ ମେଙ୍କେରିଓଅସ
ନାଇରୋବି ମିଳିତ ଜାତିସଂଘର ମହାପରିଚାଳକ
କାର୍ଯ୍ୟକାଳ
୨୦୧୧ – ୨୦୧୮
Appointed byବାନ କି-ମୁନ
ଆଣ୍ଟୋନିଓ ଗୁଟେରେସ
ପୂର୍ବ ଅଧିକାରୀଆଛିମ ଷ୍ଟେଇନର
ପର ଅଧିକାରୀହାନା ଟେଟେ
ଫ୍ରାନ୍ସରେ ଇଥିଓପୀୟ ରାଷ୍ଟ୍ରଦୂତ, ଇଉନେସ୍କୋର ସ୍ଥାୟୀ ପ୍ରତିନିଧିଟ୍ୟୁନିସିଆ ଏବଂ ମରୋକ୍କୋ ସହ ମାନ୍ୟତା ପ୍ରାପ୍ତ
କାର୍ଯ୍ୟକାଳ
୨୦୦୨ – ୨୦୦୬
ଡିବୁଟିରେ ଇଥିଓପୀୟ ରାଷ୍ଟ୍ରଦୂତ ଓ ଆ.ଜି.ଏ.ଡି.ରେ ସ୍ଥାୟୀ ପ୍ରତିନିଧି
କାର୍ଯ୍ୟକାଳ
୧୯୯୩ – ୨୦୦୨
ମାଲି, କେପ ଭର୍ଡ଼େ, ଗୁଏନା-ବିସଉ, ଗାମ୍ବିଆଗୁଏନା ପାଇଁ ମାନ୍ୟତାପ୍ରପ୍ତ ସେନେଗାଲରେ ଇଥିଓପୀୟ ରାଷ୍ଟ୍ରଦୂତ
କାର୍ଯ୍ୟକାଳ
୧୯୮୯ – ୧୯୯୩
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-02-21) ୨୧ ଫେବୃଆରୀ ୧୯୫୦ (ବୟସ ୭୪)
ଆଡ଼ିସ ଆଡ଼ାବା, ଇଥିଓପିଆ
ଶିକ୍ଷାମଣ୍ଟପେଲିଆର ବିଶ୍ୱବିଦ୍ୟାଳୟ

ଆଧାର ସମ୍ପାଦନା

  1. "Ethiopia gets first female president". BBC. 25 October 2018. Archived from the original on 25 October 2018. Retrieved 25 October 2018.