[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସରିଲା ରାଜ୍ୟ
tehsil
Country India
StateUttar Pradesh
DistrictHamirpur
Elevation
129 m (423 ft)
Population
 (2001)
 • Total୧୭,୮୫୮
Languages
 • OfficialHindi
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUP
Websiteup.gov.in

ସରିଲା (Hindi सरीला)ଏକ ପୂର୍ବତନ ରାଜକୀୟ ରାଜ୍ୟ । ଏହା ବ୍ରିଟିଶ ସମୟରେ ଏକ ଧୀନସ୍ଥ ରାଜ୍ୟ ଥିଲା । ସ୍ୱାଧୀନତା ପରେ ଏହା ଉତ୍ତରାଞ୍ଚଳ ରାଜ୍ୟ ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲାରେ ଏକ ପଞ୍ଚାଯତ ହିସାବରେ ରହିଛି । 

ଭୌଗୋଳିକ ସ୍ଥିତି  ସମ୍ପାଦନା

ସରିଲାର ଭୌଗୋଳିକ ଅବସ୍ଥାନ 25°46′N 79°41′E / 25.77°N 79.68°E / 25.77; 79.68.[୧] ଏହାର ପତ୍ତନ ହାରାହାରି 423 ଫୁଟ ଓ ଏହା ରଥ-ଜଳପୁର ରାସ୍ତାରେ ରଥଠାରୁ 28 କିଲୋମିଟର ଦୂରରେ ଅବସ୍ଥିତ । 

ଜନସଂଖ୍ୟା  ସମ୍ପାଦନା

 2001 ଜନଗଣନାରେ ସରିଲାର ଜନସଂଖ୍ୟା 17.858 ରହିଥିଲା । ତାହା ମଧ୍ୟରୁ ପୁରୁଷ 53% ଥିବା ବେଳେ ମହିଳା 47% ଥିଲେ ଓ ସାକ୍ଷ୍ୟରତା ହାର 49% ଥିଲା । ଜନସଂଖ୍ୟାର 17% 6 ବର୍ଷରୁ କମ ଥିଲେ । 

ଇତିହାସ  ସମ୍ପାଦନା

ବୁନ୍ଦେଲା ରାଜା ବଂଶର ମହାରାଜା ଛତ୍ରସାଲ 17 ଶ ଶତାବ୍ଦୀରେ ବୁନ୍ଦେଳଖଣ୍ଡ ଅଞ୍ଚଳର ବହୁ ଅଞ୍ଚଳ ଅଧିକାର କରିଥିଲେ । ତାଙ୍କର ପୌତ୍ର ରାଜା ପାହାର ସିଂହ , ଯିଏ ଯାଇତପୁରର ରାଜା ଥିଲେ , ସେ ଏହି ଅଞ୍ଚଳ ପାଇଥିଲେ । ଏଠାରେ ସେ ସରିଲା ଦୁର୍ଗ ନିର୍ମାଣ କରି 1755ରେ ହିନ୍ଦୁ ରାଜ୍ୟ ସ୍ଥାପନ କରିଥିଲେ । ଏହି ରାଜ୍ୟର ଆୟତନ 91 ବର୍ଗ କିଲୋମିଟର ଥିଲା । 

1807ରେ ସରିଲା ରାଜ୍ୟ ବ୍ରିଟିଶ ଅଧୀନ ରାଜ୍ୟ ହେଇ ରହିଲା ଓ9 ବୁନ୍ଦେଳଖଣ୍ଡ ଏଜେନ୍ସିଦ୍ୱାରା ନିୟନ୍ତ୍ରିତ ହେଲା । ରାଜ୍ୟ 1050ରେ ସ୍ୱାଧୀନ ଭାରତ ରାଜ୍ୟ ସଂଘ ସହ ମିଶ୍ରଣ ହେଲା । 

ରାଜା ସମୂହ  ସମ୍ପାଦନା

  • Raja AMAN Singh, 1st Raja of Sarila 1755/1788, son of Raja Pahar Singh of Jaitpur, died 1778
  • Raja TEJ Singh, 2nd Raja of Sarila 1788/1818, son of the above
  • Raja ANIRUDH Singh, 3rd Raja of Sarila 1818/1842, son of the above
  • Raja HINDUPAT Singh, 4th Raja of Sarila 1842/1871, died childless
  • Raja KHALLAK Singh, 5th Raja of Sarila 1871/1882, son of Kunwar Samar Singh, son of Kunwar Bakht Singh (a descendant of Raja Jagatraj Singh of Jaitpur), was adopted to the Sarila gaddi (throne), died 1882
  • Raja PAHAR Singh, 6th Raja of Sarila 1882/1898, born 1875, son of the above, died 1898
  • .... -Regent 11 Sep 1898 - 5 Nov 1919
  • Raja MAHIPAL Singh Ju Deo, 7th and last ruling Raja of Sarila 1898/1983, C.S.I. [cr.1939], born posthumously 11th September 1898 as son of the above, invested with ruling powers 5th November 1919; represented small princely states at the First and Second Indian Round Table Conferences in London 1931 and 1932; Secretary of the General Council and Working Committee, Daly College; he signed the Instrument of Accession of Sarila State to the Indian Union in 1947 and the merger Agreement of 1948, by which he gave up the dynasty's powers, Sarila State ceased to exist and later merged into Uttar Pradesh; died 1983.

ଏଇତିହାସିକ ସ୍ଥଳ ସବୁ  ସମ୍ପାଦନା

ରାଜ୍ୟରେ ଅନେକ ପ୍ରାଚୀନ ଦୁର୍ଗ , ରାଜମହଳ , ହିନ୍ଦୁ ମନ୍ଦିର ରହିଛି 

  • ଶ୍ରୀ ଶଈଲେଶ୍ୱର ମନ୍ଦିର ଏକ ବହୁ ପୁରାତନ ମନ୍ଦିର । ଏଠାରେ ମହା ଶିବରାତ୍ରି ଦିନ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ନିକଟ ଅଞ୍ଚଳରୁ ବହୁ ଜନସମାଗମ ହେଇଥାଏ । 
  • ମାଁ କଲିଙ୍କ ମନ୍ଦିର କାଳକୀ ମନ୍ଦିର ମଧ୍ୟ ଏଠାରେ ବିଖ୍ୟାତ । 

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା

[[Category:Cities and towns in Hamirpur district, Uttar Pradesh]