ଶ୍ରେଣୀ:ଓଡ଼ିଆ ପତ୍ରିକା

"ଓଡ଼ିଆ ପତ୍ରିକା"ର ଇତିହାସ ନିଆରା, ଅନେକ ବରଷ ଧରି ଓଡ଼ିଆ ଗଳପ, କାହାଣି, କବିତା, ପ୍ରବନ୍ଧ ସବୁକୁ ପଢାଳିର ଅଳପ ସମୟ ଭିତରେ ସାହିତ୍ୟକୁ ଛୁଇଁବାର ଆଶା ନେଇ ପତ୍ରିକା ସବୁ ବାହାରି ଚାଲିଛନ୍ତି । ସେ କାଳର ଆଶା, ନିଆଁଖୁଣ୍ଟା, ତା ପରର ଝଙ୍କାର ହେଉ ଅବା ଏବେକାର କାଦମ୍ବିନୀ, କଥା, ପୌରୁଷ ଆଉ ସାମ୍ନା ହେଉ ସବୁଠି ସାହିତ୍ୟ ମଣିଷର ପ୍ରାଣକୁ ଛୁଇଁବାର ହାତ ଲଁବେଇଥାଏ ।