[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଶିରିଝୋଲି
Sirijholi
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
91 m (299 ft)
Population
 (2011)
 • Total୧,୪୯୯
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 18

ଶିରିଝୋଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ କ୍ଷୁଦ୍ର ଗ୍ରାମ ।[୧] ଗାଆଁରେ ଏକ ପୁରାତନ ରାଧାକୃଷ୍ଣ ମନ୍ଦିର ରହିଛି ।

ଭୂଗୋଳ ସମ୍ପାଦନା

ଶିରିଝୋଲିର ଭୌଗୋଳିକ ଅବସ୍ଥାନ ହେଉଛି 19°05′N 83°47′E / 19.09°N 83.78°E / 19.09; 83.78। ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୯୧ ମିଟର (୨୯୮ଫୁଟ) । ଏହି ଗ୍ରାମ ଜିଲ୍ଲା ସଦର ମହକୁମାଠାରୁ ୮୧ କି.ମି ଉତ୍ତରକୁ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୨୫୨ କି.ମି ଦୂରରେ ଅବସ୍ଥିତ ।[୨] ଏହାର ନିକଟତମ ରେଳ ଷ୍ଟେସନ ହେଉଛି ଗୁଣୁପୁର ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର

ଜନସଂଖ୍ୟା ସମ୍ପାଦନା

୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୧୪୯୯ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୭୩୦ ଏବଂ ମହିଳା ସଂଖ୍ୟା ୭୬୯।[୩]

ଶିକ୍ଷାନୁଷ୍ଠାନ ସମ୍ପାଦନା

ଏଠାକାର ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା:

  • ସରକାରୀ ମଧ୍ୟ ଇଂରାଜି ବିଦ୍ୟାଳୟ
  • ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟ

ଏତଦ୍ ବ୍ୟତୀତ ଗାଆଁ ମୁହଁରେ ଏକ ପାଠାଗାର ରହିଛି ।

ଆଧାର ସମ୍ପାଦନା

  1. "Sirijholi". onefivenine.com. Retrieved 20 January 2016.
  2. "Sirijholli". WikiEdit.Org. Retrieved 21 January 2016.
  3. "Sirijholi Population - Rayagada, Orissa". census2011.co.in. Retrieved 20 January 2016.

ବାହାର ତଥ୍ୟ ସମ୍ପାଦନା