[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sivagangai</big>
சிவகங்கை
Municipality
Sivagangai Entrance Arch
Sivagangai Entrance Arch
Country India
StateTamil Nadu
DistrictSivagangai
RegionPandyan Dynasty
DivisionMadurai
Government
 • TypeFirst Grade Municipality
 • BodySivagangai Municipality
 • ChairpersonMr M.Arujunan B.A.<ref>Sivagangai Municipality, Commissioner. "Sivagangai Municipal Council". Department Of Municipal Administration And Water Supply. Archived from the original on 2013-02-17. Retrieved 2015-10-07.</ref>
 • Vice ChairpersonMr V.Sekar.<ref>[୧] [dead link]</ref>
 • Commissioner of MunicipalityMr R.Subramanian B.COM.<ref>[୨] [dead link]</ref>
Area
 • ସମୁଦାୟ18 km2 (7 sq mi)
Elevation
102 m (335 ft)
Population
 (2011)
 • Total୪୦,୪୦୩
 • Density5,770/km2 (14,900/sq mi)
Languages
 • OfficialTamil
Time zoneUTC+5:30 (IST)
PIN
630561
Telephone code04575
ଯାନବାହାନ ପଞ୍ଚୀକରଣTN 63
Distance from Madurai40 kilometres (25 mi) WEST (Road)
Distance from Trichirapalli130 kilometres (81 mi) NORTH (Rail)
Websitewww.municipality.tn.gov.in/Sivagangai

ଶିବଗଙ୍ଗ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର ସିବଗଙ୍ଗ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ଶିବଗଙ୍ଗ ୯.୮୪୮୧ ଉତ୍ତର ଅକ୍ଷାଂଶ ଓ ୭୮.୪୮୫୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୨୧ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିବଗଙ୍ଗ ସହରର ମୋଟ ଜନସଂଖ୍ୟା ୪୦୮୪୬ ଅଟେ ।[୨] ସେଥି ମଧ୍ୟରୁ ୪୯.୨୩% ଜଣ ପରୁଷ ହୋଇଥିବା ବେଳେ ୫୦.୭୭% ଜଣ ନାରୀ ଅଟନ୍ତି । ଶିବଗଙ୍ଗର ସାକ୍ଷରତା ହାର ୭୯.୭୭% ଅଟେ । ଏହା ଜାତୀୟ ହାରଠାରୁ -୧୪.୯୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୮୬% ପ୍ରତିଶତ ପୁରୁଷ ଓ ୩୭.୯୧% ନାରୀ ଅଟନ୍ତି । ୧୦.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ତାମିଲ ଶିବଗଙ୍ଗର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା