ଶିଞ୍ଜିନୀ ଭଟ୍ଟନାଗର

ଶିଞ୍ଜିନୀ ଭଟ୍ଟନାଗର ଜଣେ ଭାରତୀୟ ଶିଶୁ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ । ସେ ନ୍ୟାସନାଲ୍ ଏକାଡ଼େମୀ ଅଫ୍ ସାଇନସର ଫେଲୋ ଭାବେ ନିଯୁକ୍ତ ହୋଇଥିଲେ ।

ଶିଞ୍ଜିନୀ ଭଟ୍ଟନାଗର
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଲେଡି ହାର୍ଡିଙ୍ଗ ମେଡ଼ିକାଲ୍ କଲେଜ୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟ
ପୁରସ୍କାରହୋତାମ୍ ତୋମାର୍ ସ୍ୱର୍ଣ୍ଣ ପଦକ

ଶିଶୁ ସ୍ୱାସ୍ଥ୍ୟ ଗବେଷଣା ନିମନ୍ତେ ଡଃ ଏସ୍ଟି ଅଚାର୍ ସ୍ୱର୍ଣ୍ଣ ପଦକ ସମ୍ମାନ

ଶିଶୁ ରୋଗ ଉପରେ ଡବ୍ଲ୍ୟୁ ଏଚ୍ ଓ ତରଫରୁ ସାମୟିକ ଉପଦେଷ୍ଟା

ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନସର ଫେଲୋ
ବିଜ୍ଞାନୀ ଜୀବନ
କ୍ଷେତ୍ରଶିଶୁ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ
କର୍ମାନୁଷ୍ଠାନଟ୍ରାନ୍ସଲେସନ୍ ହେଲ୍ଥ୍ ସାଇନ୍ସ୍ ଏଣ୍ଡ୍ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍, ଫରିଦାବାଦ୍

ଗବେଷଣା ସମ୍ପାଦନା

ଜୀବାଣୁ ଆକ୍ରମଣ ପ୍ରତି ଛୋଟପିଲାର ପ୍ରତିରୋଧକ ଶକ୍ତି କିପରି କାମ କରେ, ସେହି ସ୍ୱତନ୍ତ୍ର ଚିହ୍ନଗୁଡିକ କ'ଣ ଯାହାଦ୍ୱାରା ରୋଗର ପ୍ରକୃତିକୁ ଚିହ୍ନଟ କରାଯାଇପାରିବ, ରୋଗର ପ୍ରଗତି ଓ ଫଳାଫଳ - ଏସବୁ ଭଟ୍ଟନାଗରଙ୍କ ବିଜ୍ଞାନାଗାରର ମୁଖ୍ୟ ପ୍ରଶ୍ନ ଥିଲା ।[୧] ଗ୍ଲୁଟେନ୍ ଇନଟୋଲେରାନ୍ ପାଇଁ ଏକ ଶୀଘ୍ର ଓ କମ୍ ଖର୍ଚ୍ଚ ବିଶିଷ୍ଟ ପରୀକ୍ଷା ଭଟ୍ଟନାଗର ଓ ତାଙ୍କ ଦଳ ବାହାର କରିଥିଲେ ।[୨] ଭଟ୍ଟନାଗର ଓ ତାଙ୍କ ଦଳ ପ୍ରମାଣ କରିଥିଲେ ଯେ, ଦସ୍ତା ଅଣୁ ଛୁଆକୁ ଏହି ଇନଫେକ୍ସନରୁ ବଞ୍ଚାଇବ ।[୩]

ଆଧାର ସମ୍ପାଦନା

  1. "Translational Health Science and Technology Institute". www.thsti.res.in. Retrieved 2016-07-16.
  2. http://www.firstpost.com/living/now-indian-scientists-come-cheap-quick-test-glutens-disorder-1778223.htmlଛାଞ୍ଚ:Full
  3. Bhatnagar, Shinjini; Wadhwa, Nitya; Aneja, Satinder; Lodha, Rakesh; Kabra, Sushil Kumar; Natchu, Uma Chandra Mouli; Sommerfelt, Halvor; Dutta, Ashok Kumar; Chandra, Jagdish; Rath, Bimbadhar; Sharma, Mamta; Sharma, Vinod Kumar; Kumari, Mohini; Strand, Tor A (2012). "Zinc as adjunct treatment in infants aged between 7 and 120 days with probable serious bacterial infection: A randomised, double-blind, placebo-controlled trial". The Lancet. 379 (9831): 2072. doi:10.1016/S0140-6736(12)60477-2.