ଶାନ୍ତି ଟିଗା ଭାରତୀୟ ସ୍ଥଳସେନାର ପ୍ରଥମ ମହିଳା ଯବାନ । [୧] ସେ ୩୫ ବର୍ଷ ବୟସରେ ସେନାରେ ଯୋଗ ଦେଇଥିଲେ, ସେନାରେ ଯୋଗ ଦେବା ପୂର୍ବରୁ ସେ ଦୁଇଟି ଶିଶୁଙ୍କ ମା ଥିଲେ । ସେନାରେ ନିଜ ତାଲିମ ସମୟରେ ଟୀଗା ଶ୍ରେଷ୍ଠ ଟ୍ରେନୀ ହୋଇଥିଲେ । ସେ ୨୦୧୧ ମସିହାରେ, ୯୬୯ ରେଳ ଇଞ୍ଜିନିୟର ରେଜିମେଣ୍ଟର ସୈନ୍ୟ ଥିଲେ ।

ମୃତ୍ୟୁ  ସମ୍ପାଦନା

ଟୀଗା ଆତ୍ମହତ୍ୟା କରିବାର ସନ୍ଦେହ କରାଯାଏ,  ସେନାରେ ଭର୍ତ୍ତି ପାଇଁ ଲାଞ୍ଚ ନେଉଥିବାର ଅଭିଯୋଗ ହେଇଥିଲା । [୨]

ଆଧାର  ସମ୍ପାଦନା