ଶଶି ଥରୁର

ଭାରତୀୟ ରାଜନୀତିଜ୍ଞ

ଶଶି ଥରୁର ଦିଲ୍ଲୀରେ ଭାରତ ସରକାରଙ୍କ ମନ୍ତ୍ରୀ ଥିଲେ। ଥରୁର ତିନି ଥର ଥିରୁଅନନ୍ତପୁରମରୁ ସାଂସଦ ଅଛନ୍ତି। ଏହା ପୁର୍ବରୁ ସେ ସଂଯୁକ୍ତ ରାଷ୍ଟ୍ର ମହାସଂଘର ଉପ ମହାସଚିବ ଥିଲେ ଓ ୨୦୦୬ ମସିହାରେ ମହାସଚିବ ପଦ ପାଇଁ ନିର୍ବାଚନ ଲଢିଥିଲେ ।

ଶଶି ଥରୁର
ଶଶି ଥରୁର
ସାଂସଦ – ଲୋକ ସଭା
Assumed office
୨୦୦୯
ପୂର୍ବ ଅଧିକାରୀପନୟାନ ରବିନ୍ଦ୍ରନ
ନିର୍ବାଚନ ମଣ୍ଡଳୀଥିରୁଅନନ୍ତପୁରମ
ଶିକ୍ଷା ରାଜ୍ୟ ମନ୍ତ୍ରୀ
କାର୍ଯ୍ୟକାଳ
୨୮ ଅକ୍ଟୋବର ୨୦୧୪ – ୧୮ ମଇ ୨୦୧୪
ପ୍ରଧାନ ମନ୍ତ୍ରୀମନମୋହନ ସିଂହ
ପୂର୍ବ ଅଧିକାରୀଦଗୁବତି ପୁରନ୍ଦେଶ୍ୱରୀ
ବିଦେଶ ରାଜ୍ୟ ମନ୍ତ୍ରୀ
କାର୍ଯ୍ୟକାଳ
୨୮ ମଇ – ୧୮ ଅପ୍ରିଲ ୨୦୧୦
ପ୍ରଧାନ ମନ୍ତ୍ରୀମନମୋହନ ସିଂହ
ପୂର୍ବ ଅଧିକାରୀଆନନ୍ଦ ଶର୍ମା
ପର ଅଧିକାରୀଇ. ଅହମଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-03-09) ୯ ମାର୍ଚ୍ଚ ୧୯୫୬ (ବୟସ ୬୮)
ଳଣ୍ଡନ, ୟୁନାଇଟେଡ କିଙ୍ଗଡମ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀତିଲୋତମା ମୁଖର୍ଜୀ (ଛାଡ଼ ପତ୍ର)
କ୍ଷ୍ରୀଷ୍ଟା ଗିଲ୍ସ (ଛାଡ଼ ପତ୍ର)
ସୁନନ୍ଦା ପୁସ୍କର (୨୦୧୦-୨୦୧୪ (ମୃତ୍ୟୁ ଯାଏ))[୧]
ସନ୍ତାନଇସାନ, କନସିକ
ଘରନୂଆ ଦିଲ୍ଲୀ/ଥିରୁଅନନ୍ତପୁରମ
ଶିକ୍ଷାନୁଷ୍ଠାନସେଣ୍ଟ ଷ୍ଠିଫେନ କଲେଜ (BA)
ଟଫ୍ଟ ବିଶ୍ୱବିଦ୍ୟାଳୟ (MA, PhD)
ବୃତ୍ତିଲେଖକ, ରାଜନୟୀକ, ରାଜନେତା
ୱେବସାଇଟshashitharoor.in

ରଚନା ସମ୍ପାଦନା

ଗଲ୍ପ ସମ୍ପାଦନା

  • The Great Indian Novel (1989)
  • The Five Dollar Smile and Other Stories (1990)
  • Show Business (1992 उपन्यास)
  • Riot (2001)

କଥା ସାହିତ୍ୟ ସମ୍ପାଦନା

  • Reasons of State (1982)
  • India: From Midnight to the Millennium (1997)
  • Nehru: The Invention of India (2003)
  • Bookless in Baghdad (2005)
  • The Elephant, the Tiger, and the Cell Phone: Reflections on India - The Emerging 21st-Century Power (2007)
  • Shadows Across the Playing Field: Sixty Years of India-Pakistan Cricket (2009)(शहरयार खान के साथ)
  • Pax Indica: India and the World of the 21st Century (2012)

ଆଧାର ସମ୍ପାଦନା

  1. "Sunanda Pushkar Found Dead at Leela Hotel in Delhi". Mumbai Voice.