ଶଙ୍କରଲାଲ ପୁରୋହିତ

ହିନ୍ଦୀ ଅନୁବାଦକ

ଶଙ୍କରଲାଲ ପୁରୋହିତ (ଜନ୍ମ:୧୯୪୦) ଜଣେ ଓଡ଼ିଆ ଅନୁବାଦକ ।[୧] ଗୋପୀନାଥ ମହାନ୍ତିଙ୍କ ପରଜା ଉପନ୍ୟାସକୁ ହିନ୍ଦୀ ଭାଷାରେ ଅନୁବାଦ କରି ସେ ୨୦୧୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ ।[୨] ଓଡ଼ିଆରୁ ହିନ୍ଦୀ ଭାଷାକୁ ଅନୁବାଦିତ ତାଙ୍କର ଶତାଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି ।

ଶଙ୍କରଲାଲ ପୁରୋହିତ
Born
ଶଙ୍କରଲାଲ ପୁରୋହିତ

1940 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
Nationality ଭାରତୀୟ
Educationସ୍ନାତକୋତ୍ତର, ପିଏଚଡ଼ି

ଜୀବନୀ ସମ୍ପାଦନା

ଶଙ୍କରଲାଲ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୬୮ମସିହାରୁ ସେ ହିନ୍ଦୀ ଅଧ୍ୟାପକ ଭାବରେ ବୃତିଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିଥ ସେ ୨୦୦୮ ମସିହାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରଠାରେ ଥିବା ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] ତାଙ୍କ ଅଧିନରେ ବହୁ ଶିକ୍ଷାର୍ଥୀ ପିଏଚଡ଼ି ଓ ଡିଲିଟ ହାସଲ କରିଥିଲେ ।

ରଚନାବଳୀ ସମ୍ପାଦନା

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୨୦୧୦ (ପରଜା ଉପନ୍ୟାସର ହିନ୍ଦୀ ଅନୁବାଦ ପାଇଁ)
  • ବିଶ୍ୱ ହିନ୍ଦୀ ସମ୍ମେଳନ ସମ୍ମାନ
  • କେନ୍ଦ୍ରୀୟ ହିନ୍ଦୀ ନିର୍ଦ୍ଦେଶାଳୟ ସମ୍ମାନ
  • ଉତ୍ତର ପ୍ରଦେଶ ହିନ୍ଦୀ ସଂସ୍ଥାନ ସମ୍ମାନ
  • ଗଙ୍ଗା ଶରଣ ସିଂହ ସମ୍ମାନ (କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନଦ୍ୱାରା ପ୍ରଦତ୍ତ)
  • ଭାରତୀୟ ଅନୁବାଦ ପରିଷଦ ସମ୍ମାନ
  • ହିନ୍ଦୀ ରାଇଟର୍ସ ଗିଲ୍ଡ କାନାଡ଼ାର ଆଜୀବନ ସଦସ୍ୟତା[୧୫]

ଆଧାର ସମ୍ପାଦନା

  1. Bidhu Bhusan Das (1994). Eye to Orissa. Information & Public Relations Department, Government of Orissa.
  2. "AKADEMI TRANSLATION PRIZES (1989-2018)". www.http://sahitya-akademi.gov.in/. Sahitya Akademy. Archived from the original on 21 April 2021. Retrieved 21 April 2021. {{cite web}}: External link in |website= (help)
  3. Kabir (1991). Couplets from Kabīr. Motilal Banarsidass Publ. pp. 32–. ISBN 978-81-208-0935-2.
  4. "Explained: Why 'Odisha Itihaas' is important; why PM Modi has released its Hindi version". www.indianexpress.com. The Indian Express. Archived from the original on 21 April 2021. Retrieved 21 April 2021. {{cite web}}: |archive-date= / |archive-url= timestamp mismatch; 11 ଅପ୍ରେଲ 2021 suggested (help)
  5. "Annual Report 2014-15" (PDF). www.http://sahitya-akademi.gov.in/. Sahitya Akademi. Archived from the original (PDF) on 21 April 2021. Retrieved 21 April 2021. {{cite web}}: External link in |website= (help)
  6. Dr. Shankarlal Purohit (101-01-01). Ramkatha Ke Naye Aayam. Prabhat Prakashan. ISBN 978-93-86054-49-4. {{cite book}}: Check date values in: |date= (help)
  7. Radhamohan Mahapatra Hindi Translated by Dr. Shankarlal Purohit (12 September 2020). Mister Kharsel. Vāṇī Prakāśana. ISBN 978-93-89915-84-6.
  8. Manoranjan Das (1996). Araṇya fasala. Sāhitya Akādemī. ISBN 978-81-260-0149-1.
  9. The Book Review. C. Chari for Perspective Publications. 2004.
  10. Indian Books. Mukherji Book House. 1978.
  11. The Indian Publisher and Bookseller. Sadanand G. Bhatkal. 1976.
  12. Nityānanda Mahāpātra (1992). Bhaṅgāhāḍa. Sāhitya Akādemī. ISBN 978-81-7201-350-9.
  13. MANORAMA BISHWAL MAHAPATRA (1 August 2018). Salandi Shankhcheel Ka Gaon. Vani Prakashan. pp. 4–. ISBN 978-93-87889-85-9.
  14. Sitakant Mahapatra (1995). Anek sharat. Bharatiya Gyanpith.
  15. "Dr. Shankarlal Purohit". www.prabhatbooks.com. prabhat books. Archived from the original on 21 April 2021. Retrieved 21 April 2021.