[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Longowal
ਲੋਗੋਵਾਲ
city
ଦେଶ India
ରାଜ୍ୟPunjab
ଜିଲ୍ଲାSangrur
Population
 (2001)
 • Total୨୦,୨୬୯
ଭାଷା
 • ସରକାରୀPunjabi
Time zoneUTC+5:30 (IST)

ଲୋଙ୍ଗୋୱାଲ୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ସଙ୍ଗ୍ରୁର୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲୋଙ୍ଗୋୱାଲ୍ ସହରର ମୋଟ ଜନସଂଖ୍ୟା ୨୦୨୬୯ ଅଟେ ।[୧] ସେଥି ମଧ୍ୟରୁ ୫୪.୯୦% ଜଣ ପରୁଷ ହୋଇଥିବା ବେଳେ ୪୫.୧୦% ଜଣ ନାରୀ ଅଟନ୍ତି । ଲୋଙ୍ଗୋୱାଲ୍ର ସାକ୍ଷରତା ହାର ୫୧.୮୨% ଅଟେ । ଏହା ଜାତୀୟ ହାରଠାରୁ ୧୩.୦୨% ପ୍ରତିଶତ କମ ଅଟେ । ସେଥିରୁ ୩୦.୯୦% ପ୍ରତିଶତ ପୁରୁଷ ଓ ୨୦.୯୨% ନାରୀ ଅଟନ୍ତି । ୧୨.୫୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା ସମ୍ପାଦନା

ପଞ୍ଜାବୀ ଲୋଙ୍ଗୋୱାଲ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା