ରେଖା ଜୈନ

ଓଡ଼ିଆ ସିନେମା ଅଭିନେତ୍ରୀ

ରେଖା ଜୈନ ଜଣେ ଓଡ଼ିଆ ଅଭିନେତ୍ରୀ । ୧୯୯୦ ଦଶକରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଆଲବମ ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ । ୨୦୦୧ରେ ଏକ ସଡ଼କ ଦୁର୍ଘଟଣା ଯୋଗୁ ସେ ଆଉ ଅଭିନୟ କରିପାରିନଥିଲେ ।

ରେଖା ଜୈନ
ଜାତୀୟତାଭାରତୀୟ
ଜୀବିକାସିନେମା ଅଭିନେତ୍ରୀ
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତ୍ରୀ

ଜୀବନୀସମ୍ପାଦନ କରନ୍ତୁ

ରେଖା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।[୧]

ଅଭିନୟ ଜୀବନସମ୍ପାଦନ କରନ୍ତୁ

ଅଭିନୀତ ଚଳଚ୍ଚିତ୍ରସମ୍ପାଦନ କରନ୍ତୁ

ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ

  • ଅଖ ବୁଲୁଥିଲେ ଚକ ବୁଲୁଥିବ
  • ଅତୃପ୍ତ ଆତ୍ମା
  • ଝଙ୍କାର
  • ମହକେ ରଜନୀଗନ୍ଧା[୩]

ଆଧାରସମ୍ପାଦନ କରନ୍ତୁ

  1. "Rs 1-crore indemnity for actress". www.dailypioneer.com. The Pioneer. Archived from the original on 14 March 2022. Retrieved 14 March 2022.
  2. Dhananjay Mahapatra. "Career lost to accident, actor gets Rs 1.27 crore relief Read more at: http://timesofindia.indiatimes.com/articleshow/21585805.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 14 March 2022. Retrieved 14 March 2022. External link in |title= (help)
  3. "Rekha Jain vs Natioanl Insurance Co.Ltd. & Ors on 1 August, 2013". www.indiankanoon.org/. indiankanoon.org. Archived from the original on 14 March 2022. Retrieved 14 March 2022.

ବାହାର ଆଧାରସମ୍ପାଦନ କରନ୍ତୁ