[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Raychoti
రాయచోటి
CountryIndia
StateAndhra Pradesh
RegionRayalaseema
DistrictKadapa district
Government
 • BodyRayachoti Municipality
Area
 • ସମୁଦାୟ46.51 km2 (17.96 sq mi)
Population
 (2011)[୨]
 • Total୯୧,୨୩୪
 • Density2,000/km2 (5,100/sq mi)
Languages
 • OfficialTelugu, Urdu
Time zoneUTC+5:30 (IST)
PIN
516 269
Telephone code+91–8561
ଯାନବାହାନ ପଞ୍ଚୀକରଣAP–04
WebsiteRayachoti Municipality


ରାୟାଚୋଟି ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଆନ୍ଧ୍ର ପ୍ରଦେଶର କୁଦ୍ଦପହ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ରାୟାଚୋଟି ୧୪.୦୫୬୮ ଉତ୍ତର ଅକ୍ଷାଂଶ ଓ ୭୮.୭୫୧୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୩୬ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାୟାଚୋଟି ସହରର ମୋଟ ଜନସଂଖ୍ୟା ୭୨୧୯୬ ଅଟେ ।[୪] ସେଥି ମଧ୍ୟରୁ ୫୧.୪୫% ଜଣ ପରୁଷ ହୋଇଥିବା ବେଳେ ୪୮.୫୫% ଜଣ ନାରୀ ଅଟନ୍ତି । ରାୟାଚୋଟିର ସାକ୍ଷରତା ହାର ୬୧.୨୪% ଅଟେ । ଏହା ଜାତୀୟ ହାରଠାରୁ ୩.୬୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୩୯% ପ୍ରତିଶତ ପୁରୁଷ ଓ ୨୪.୮୬% ନାରୀ ଅଟନ୍ତି । ୧୪.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା ସମ୍ପାଦନା

ତେଲୁଗୁ ରାୟାଚୋଟିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 19 November 2014.
  2. "Census of India Search details". censusindia.gov.in. Retrieved 10 May 2015.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା