ରାମଗଙ୍ଗା ବନ୍ଧ
ରାମଗଙ୍ଗା ବନ୍ଧ, ଉତ୍ତରାଖଣ୍ଡର ରାମଗଙ୍ଗା ନଦୀର ଏକ ବନ୍ଧ (Dam) । ଏହା ଗରବାଳ ଜିଲ୍ଲାରେ ଥିବା ଜିମ କରବେଟ ଜାତୀୟ ପାର୍କ ମଧ୍ୟରେ କାଲାଗଡ଼ର ୩ କିଲୋମିଟର ଉପରେ ରହଛି ।[୧]
ରାମଗଙ୍ଗା ବନ୍ଧ | |
---|---|
ଦେଶ | India |
ଦିଗବାରେଣି | 29°31′10″N 78°45′31″E / 29.51944°N 78.75861°E |
ସ୍ଥିତି | Operational |
କାମ ଆରମ୍ଭ ହେଲା | 1961 |
ତିଅରି ଖର୍ଚ | Rs. 172.12 crores |
ମାଲିକ | Uttaranchal Jal Vidyut Nigam Limited |
ବନ୍ଧ ଓ ପାଣି ଯିବା ବାଟ | |
ପାଣିଯିବା ବାଟର କ୍ଷମତା | 8,467 m3/s (299,009 cu ft/s) |
ପାବାର ଷ୍ଟେସନ | |
ସେବାରୁ ବିରତ ତାରିଖ | 1975-1977 |
ପ୍ରଚ୍ଛଦ
ସମ୍ପାଦନାଏହି ବନ୍ଧ ରାମଗଙ୍ଗା ବହୁମୂଖୀ ପ୍ରକଳ୍ପର ଏକ ଅଂଶ । ଏଠାରେ ୧୯୮ କିଲୋୱାଟ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଚାଳନା ସହ ୫୭.୫୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେଇଥାଏ । ଏହା ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ମଧ୍ୟ କରିଥାଏ । ଏହି ବନ୍ଧର ନିର୍ମାଣ ୧୯୬୧ରୁ ଆରମ୍ଭ ହୋଇ ୧୯୭୪ ମସିହାରେ ସମୟତ ହେଇଥିଲା । [୨]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Ramganga Hydroelectric Project JH00971". ୱାଟର୍ ରିସୋର୍ସ୍ ଇନ୍ଫର୍ମେସନ୍ ସିଷ୍ଟମ୍ ଅଫ୍ ଇଣ୍ଡିଆ. Retrieved 2 June 2017.
- ↑ Prasad, Kamta; Goel, R.S. (2000). Environmental management in hydro electric projects proceedings of the national seminar held at India International Centre, New Delhi, on November 11 and 12, 1999. New Delhi: Concept Pub. Co. p. 155. ISBN 81-7022-870-0.
{{cite book}}
: More than one of|author2=
and|last2=
specified (help)