ରାଇରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ରାଇରଙ୍ଗପୁର (କ୍ରମିକ ସଂଖ୍ୟା: ୨୮) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଇରଙ୍ଗପୁର (ବି), ରାଇରଙ୍ଗପୁର ବ୍ଳକ, ବହଳଦା ବ୍ଳକ, ତିରିଙ୍ଗ ବ୍ଳକ ଓ ଜାମଡ଼ା ବ୍ଳକ ।[୧][୨]

ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୦,୨୨୯
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:
ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶଇବ ସୁଶୀଳ କୁମାର ହାଁସଦା ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଦ୍ରୋପଦୀ ମୁର୍ମୁଙ୍କଠାରୁ ୧୫୫୫୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୪][୫][୩]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡିଙ୍କଠାରୁ ୪,୬୦୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୦୯ ବିଧାନ ସଭା ନିର୍ବାଚନ, ରାଇରଙ୍ଗପୁର [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଶ୍ୟାମ ଚରଣ ହାଁସଦା ୨୪,୭୯୨ ୨୧.୫୩ -
ଝାମୁମୋ ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି ୨୦,୧୯୦ ୧୭.୫୩ -
ଭାଜପା ଯଦୁରାମ ମୁର୍ମୁ ୧୭,୮୯୮ ୧୫.୫୪ -
ରାକପା କାଶୀନାଥ ହେମ୍ବ୍ରମ ୧୪,୮୨୮ ୧୨.୮୮ -
ସ୍ୱାଧୀନ ଖେଳାରାମ ମାହାଲି ୧୨,୫୦୪ ୧୦.୮୬ -
ଝାଡ଼ଖଣ୍ଡ ଦିଶମ ପାର୍ଟି ସୋନାରାମ ସୋରେନ ୮,୦୨୧ ୬.୯୭ -
ସ୍ୱାଧୀନ ଲୋପାମୁଦ୍ରା ହାଁସଦା ୬,୬୭୦ ୫.୭୯ -
ସପା ମଙ୍ଗଳ ସିଂହ ଟୁଡୁ ୨,୬୯୬ ୨.୩୪ -
ଜନତା ଦଳ (ସଂ) ଦୁର୍ଗା ହେମ୍ବ୍ରମ ୨,୩୫୧ ୨.୦୪ -
ସ୍ୱାଧୀନ ଚନ୍ଦ୍ର ମୋହନ ସୋରେନ ୧,୫୯୫ ୧.୩୯ -
ସ୍ୱାଧୀନ ପୀତାମ୍ବର ମାରାଣ୍ଡି ୧,୫୧୭ ୧.୩୨ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ସୋମାୟା ମୁର୍ମୁ ୧,୨୯୨ ୧.୧୨ -
ସ୍ୱାଧୀନ ଦୁଷ୍ମନ୍ତ କୁମାର ମାଝି ୮୦୭ ୦.୭୦ -
ଭୋଟ ବ୍ୟବଧାନ ୪,୬୦୨ ୪.୦* -
ମତଦାନ ହାର ୧,୧୫,୨୮୮ ୬୨.୮୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର ସମ୍ପାଦନା

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "State Elections 2004 - Partywise Comparision for 4-Rairangpur Constituency of ORISSA". eci.nic.in. 2006. Retrieved 29 May 2013. List Of Winning Candidates
  5. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013. 4602
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf