ରଘୁପତି ରାଘବ ରାଜାରାମ (ରାମଧୁନ ଭାବେ ମଧ୍ୟ ପରିଚିତ) ମହାତ୍ମା ଗାନ୍ଧୀଙ୍କ ଏକ ପ୍ରିୟ ଭଜନ ।[୧]

Mohandas K. Gandhi, portrait

ରଘୁପତି ରାଘବ ରାଜାରାମ,
ପତିତ ପାବନ ସୀତାରାମ

ମଙ୍ଗଳ ପରଶନ ରାଜାରାମ,
ଶୁଭଶାନ୍ତି ବିଧାୟକ ରାଜାରାମ

ବରାଭୟ ଦାନରତ ରାଜାରାମ,
ନିର୍ଭୟ କର ପ୍ରଭୁ ରାଜାରାମ

ଦୀନ ଦୟାଲ ପ୍ରଭୁ ରାଜାରାମ,
ରାଜାରାମ, ଜୟ ସୀତାରାମ

ଯଦୁପତି ବ୍ରଜପତି ଶ୍ୟାମାଶ୍ୟାମା,
ଈଶ୍ୱର ଆଲ୍ଲା ତେରା ନାମ

ରଘୁପତି ରାଘବ ରାଜାରାମ,
ପତିତ ପାବନ ସୀତାରାମ

ଆଧାରସମ୍ପାଦନ କରନ୍ତୁ

  1. Dalton, Dennis (1993). Mahatma Gandhi: Nonviolent Power in Action. Columbia University Press. p. 109. ISBN 0-231-12237-3.