ରଘୁନାଥ ପୃଷ୍ଟି

ଭାରତୀୟ ଓଡ଼ିଆ ଚିତ୍ରକର

ରଘୁନାଥ ପୃଷ୍ଟି ଊନବିଂଶ ଶତାବ୍ଦୀର ଜଣେ ଭାରତୀୟ ଓଡ଼ିଆ ଚିତ୍ରକର ଥିଲେ । ସେ ବିଦଗ୍ଧମହ୍ଲାର ନାଟକ ଏବଂ ଉଷାରମଣ ଆଦି ଚିତ୍ରପୋଥିରେ ଚିତ୍ରାଙ୍କନ ନିମନ୍ତେ ଜଣାଶୁଣା । ତତ୍କାଳୀନ ଓଡ଼ିଶାର ପାହାଡ଼ି ବର୍ଗ ଚିତ୍ରମଧ୍ୟରେ ଗୁଳେର ସମ୍ପ୍ରଦାୟ ମଣିଷର ଅବୟବ ନିଖୁଣ ଭାବେ ଅଙ୍କନ ନିମନ୍ତେ ଜଣାଶୁଣା ଥିଲା ଓ ରଘୁନାଥ ଏହି ସମ୍ପ୍ରଦାୟର ଜଣେ ବିଶିଷ୍ଟ ଶିଳ୍ପୀ ଥିଲେ ।[]

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ରଘୁନାଥ ମୁଣ୍ଡମରାଇ, ଧରାକୋଟରେ ଊନବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ ।

ପୋଥିଚିତ୍ରାଙ୍କନ

ସମ୍ପାଦନା
 
ରଘୁନାଥ ପୃଷ୍ଟିଙ୍କ ଅଙ୍କିତ ବଳଦେବ ରଥଙ୍କ ପୋଥିଚିତ୍ର

ରଘୁନାଥ ଚିତ୍ରପୋଥିରେ ଅଙ୍କନ କରିଥିବା ଚିତ୍ରଗୁଡ଼ିକ ମଧ୍ୟରେ ପୋଥି ଭାବେ ରଚିତ ଆଦି ଗ୍ରନ୍ଥ ଅନ୍ୟତମ । ତାଙ୍କ ଅଙ୍କନଶୈଳୀ ବାବଦରେ ଦୁର୍ଗାପ୍ରସାଦ ପଟ୍ଟନାୟକ ତାଙ୍କର ଇଂରାଜୀ ପୁସ୍ତକ Palm Leaf Etchings of Orissaରେ ମତଦେଇଥିଲେ ଯେ ସମସାମୟିକ ଚିତ୍ରକରମାନେ ଆଙ୍କିଥିବା ଘୋଡ଼ା ତୁଳନାରେ ରଘୁନାଥଙ୍କ ଅଙ୍କିତ ଘୋଡ଼ାସବୁ ଅତି ଉନ୍ନତ ଓ ବଳଶାଳୀ ।[]

  1. ୧.୦ ୧.୧ Patnaik, D.P. (1989). Palm Leaf Etchings of Orissa. Abhinav Publications. p. 1. ISBN 978-81-7017-248-2. Retrieved 2025-01-14.