ରଘୁନାଥପାଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ରଘୁନାଥପାଲୀ (କ୍ରମିକ ସଂଖ୍ୟା: ୧୧) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଉରକେଲା ଟାଉନସିପ ଓ ଲାଠିକଟା ବ୍ଳକର କିଛି ଅଞ୍ଚଳ ।[୨][୩]

ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୪,୧୪୬
ଜିଲ୍ଲା: ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବ୍ରତ ତରାଇ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜଗବନ୍ଧୁ ବେହେରାଙ୍କଠାରୁ ୧୬୦୪୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବ୍ରତ ତରାଇ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ସୁନ୍ୟାନିଙ୍କଠାରୁ ୧୮,୧୭୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ରଘୁନାଥପାଲୀ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସୁବ୍ରତ ତରାଇ ୩୫,୦୨୩ ୪୫.୧୯ -
କଂଗ୍ରେସ ପ୍ରଫୁଲ୍ଲ କୁମାର ସୁନ୍ୟାନି ୧୬,୮୫୨ ୨୧.୭୪ -
ଭାଜପା ସନ୍ତୋଷ କୁମାର ବେହେରା ୧୧,୩୯୮ ୧୪.୭୧ -
ଝାମୁମୋ ଶ୍ୟାମ ସୁନ୍ଦର ବଡ଼ୈକ ୪,୭୪୪ ୬.୧୨ -
ବସପା ଶୁକୃ ବିଭାର ୩,୦୭୪ ୩.୯୭ -
ସ୍ୱାଧୀନ ଗୋପାଳ ଦାସ ୧,୮୪୧ ୨.୩୮ -
ସ୍ୱାଧୀନ ଆନନ୍ଦ ସାଗର ତନ୍ତୀ ୧,୭୫୭ ୨.୨୭ -
ସ୍ୱାଧୀନ ସତ୍ୟ ନାରାୟଣ ସେଠୀ ୬୦୪ ୦.୭୮ -
କୋଶଳ କ୍ରାନ୍ତି ଦଳ ମନସୁଖ ସାମସି ୫୭୯ ୦.୭୫ -
ସ୍ୱଧୀନ ବରୁଣ କୁମାର ସେଠୀ ୫୪୯ ୦.୭୧ -
ଝାଡ଼ଖଣ୍ଡ ଦିସମ ପାର୍ଟି ଦୁର୍ଯ୍ୟୋଧନ କାଲେଟ ୪୨୬ ୦.୫୫ -
ସ୍ୱାଧୀନ କୃଷ୍ଣଚନ୍ଦ୍ର ସ୍ୱାଇଁ ୩୩୮ ୦.୪୪ -
ସ୍ୱାଧୀନ ବୈରାଗି ତନ୍ତୀ ୩୧୬ ୦.୪୧ -
ଭୋଟ ବ୍ୟବଧାନ ୧୮,୧୭୧ ୨୩.୪୫* -
ମତଦାନ ହାର ୭୭,୫୩୬ ୫୧.୪୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୭୪ରୁ ୨୦୦୯ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର ସମ୍ପାଦନା

  1. "Raghunathpali Assembly Election 2009, Orissa". empoweringindia.org. Retrieved 26 May 2013. Constituency: Raghunathpali (11) District : Sundargarh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 140-Raghunathpali Constituency of ORISSA". eci.nic.in. 2006. Retrieved 26 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf