ଯୋରନ୍ଦା ପ୍ରପାତ, ଶିମିଳିପାଳ ଜାତୀୟ ଉଦ୍ୟାନର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଏକ ଜଳପ୍ରପାତ । ଏହା ଏକ ଭାରତୀୟ ରାଜ୍ୟ, ଓଡ଼ିଶାମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତରେ ଆସୁଅଛି । ଏହି ଜଳପ୍ରପାତର ନିକଟରେ ବରେହିପାଣି ଜଳପ୍ରପାତ ମଧ୍ୟ ଅବସ୍ଥିତ ।[୧] ଯୋରନ୍ଦା ପ୍ରପାତ, ଉଚ୍ଚତା ହିସାବରେ ଭାରତର ୧୯ତମ ଉଚ୍ଚତମ ଜଳପ୍ରପାତ ଅଟେ ।[୨]

ଯୋରନ୍ଦା ପ୍ରପାତ
ଅବସ୍ଥାନମୟୁରଭଞ୍ଜ ଜିଲ୍ଲା, ଓଡ଼ିଶା, ଭାରତ
ପ୍ରକାରଡିଆଁ
ଉଚ୍ଚତା150 metres (490 ft)
ଖାଲମାନଙ୍କ ସଂଖ୍ୟା1

ପ୍ରପାତ ସମ୍ପାଦନା

ଯୋରନ୍ଦା ପ୍ରପାତର ଉଚ୍ଚତା ୧୫୦ ମିଟର (୪୯୦ ଫୁଟ) ଗୋଟିଏ ଉଚ୍ଚା ପାହାଡ଼ରୁ ପାଣି ବାହାରି ତଳେ ଟିକିଏ ବିଛୁରିତ ହୋଇ ପଡିଥାଏ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "ଆର୍କାଇଭ୍ କପି". Archived from the original on 2012-07-26. Retrieved 2012-08-25. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2014-08-02. Retrieved 2019-12-20. {{cite web}}: Cite has empty unknown parameter: |1= (help)