ଯଦୁନାଥ ଦାସ ମହାପାତ୍ର ସାରସ୍ୱତ ସମ୍ମାନ

ସମ୍ମାନ

ଯଦୁନାଥ ଦାସ ମହାପାତ୍ର ସାରସ୍ୱତ ସମ୍ମାନ ଯଦୁନାଥ ଦାସ ମହାପାତ୍ରଙ୍କର ଜନ୍ମ ବାର୍ଷିକୀ ଉତ୍ସବ ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ । ସାହିତ୍ୟ, କବିତା, ନାଟ୍ୟ ଓ ଶିଶୁ ସାହିତ୍ୟ ଆଦି ଚାରୋଟି ବିଭାଗ ପାଇଁ ୪ ଜଣ ସାରସ୍ୱତ ସାଧକଙ୍କୁ ସମ୍ଭର୍ଦ୍ଧିତ କରାଯାଇଥାଏ । ଯଦୁନାଥ ଦାସ ମହାପାତ୍ର ଫାଉଣ୍ଡେସନ ଏହାକୁ ପରିଚାଳନା କରିଥାନ୍ତି ।

ସମ୍ମାନିତ ବ୍ୟକ୍ତିବିଶେଷ ସମ୍ପାଦନା

ଆଧାର ସମ୍ପାଦନା

ପୁରସ୍କାର

  1. ଓଡ଼ିଆ ସାହିତ୍ୟରୁ ଏକ ଭିନ୍ନ ସ୍ୱାଦର ଅନୁଭବ ବାରି ହୁଏ http://odishan.com/3209
  2. Jadunath Sahitya Samman to Nilamani Sahu http://www.newindianexpress.com/states/odisha/2013/mar/02/jadunath-sahitya-samman-to-nilamani-sahu-455032.html
  3. http://sarbasadharana.com/?p=1475[permanent dead link]
  4. http://www.newindianexpress.com/states/odisha/2017/mar/02/jadunath-das-mahapatra-sahitya-samman-for-writer-pati-1576540.html