ମାମା ୱେଡ୍‌ସ୍ ପାପା

୨୦୨୩ ଓଡ଼ିଆ କଥାଚିତ୍ର
(ମାମା ୱେଡ୍‍ସ୍ ପାପାରୁ ଲେଉଟି ଆସିଛି)

ମାମା ୱେଡ୍‍ସ୍ ପାପା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି ।[୧] ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅପ୍ପୁ କାନୁନ୍‌ଗୋ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅସଦ ନିଜାମ ଓ ଅପ୍ପୁ କାନୁନ୍‌ଗୋ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମାମା ୱେଡ୍‍ସ୍ ପାପା
ନିର୍ଦ୍ଦେଶକଅପ୍ପୁ କାନୁନ୍‌ଗୋ
ପ୍ରଯୋଜକବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି
ସଂଳାପଅପ୍ପୁ କାନୁନ୍‌ଗୋ, ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଅପ୍ପୁ କାନୁନ୍‌ଗୋ
କାହାଣୀଅପ୍ପୁ କାନୁନ୍‌ଗୋ
କଳାକାରଅଭିଶେକ ରଥ
ରିତିଷା
ପ୍ରିୟଙ୍କା
ଜ୍ୟୋତି ମିଶ୍ର
ସଙ୍ଗୀତଅପ୍ପୁ କାନୁନ୍‌ଗୋ, ଅସଦ ନିଜାମ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୭ ଫେବୃଆରୀ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥଲେ ଅଭିଶେକ ରଥ, ରିତିଷା ଓ ପ୍ରିୟଙ୍କା । କୃଷ୍ଣା ଅଭିଶେକ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଐଶ୍ୱର୍ଯ୍ୟା, ପ୍ରଜ୍ଞା, ରଜନୀ ରଞ୍ଜନ, ଗୁଡ୍ଡୁ, ମୁନ୍ନୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି କଥାଚିତ୍ରଟି ୧୭ ଫେବୃଆରୀ ୨୦୨୩ରେ ଓଡ଼ିଶାରେ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅପ୍ପୁ କାନୁନ୍‌ଗୋଅସଦ ନିଜାମ[୨] ଅରୁଣ ମନ୍ତ୍ରୀସୂର୍ଯ୍ୟ ମହାପାତ୍ର ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ମାମା ୱେଡ୍‌ସ୍ ପାପା" 
2."ମୁଁ ତ ଥିଲି ସପନର ସୌଦାଗର" 
3."ଆଖି ଖୋଜେ ନିରବରେ ସ୍ୱପ୍ନର ଠିକଣା" 
4."ଜଣେ ବାପା ଜଣେ ମାଆ" 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "୩୦ ହଲ୍‌ରେ ମୁକ୍ତିଲାଭ କରୁଛି 'ମାମା ୱେଡସ୍ ପାପା'". ପ୍ରମେୟ. ଭୁବନେଶ୍ୱର. 17 February 2023. p. ୨୦. Archived from the original on 17 February 2023. Retrieved 17 February 2023.
  2. ୨.୦ ୨.୧ ୨.୨ "୧୭ରେ ଓଡ଼ିଆ ଚଳଚ୍ଚିତ୍ର 'ମାମା ୱେଡସ୍ ପାପା'". ପ୍ରମେୟ. ଭୁବନେଶ୍ୱର. 16 February 2023. p. ୧୭. Archived from the original on 17 February 2023. Retrieved 17 February 2023.

ବାହାର ଆଧାର ସମ୍ପାଦନା