Icono aviso borrar.png

ମା, ମାଆ, ବୋଉ ବା ଜନନୀ ଜଣେ ସନ୍ତାନକୁ ଜନ୍ମ ଦେଇଥିବା, ଏକ ଶିଶୁକୁ ବଢ଼ାଇକୁଢ଼ାଇ ବଡ଼ କରିଥିବା ଓ ମାଆର ଭୂମିକା ନିଭାଥିବା ନାରୀକୁ କୁହାଯାଇଥାଏ । ମାଆର ଭୂମିକାରେ ଜଟିଳପଣ ଓ ନିଆରାପଣ ସାମାଜିକତା, ଚଳଣିର ପ୍ରଭାବରୁ ଏହି "ମା" ପାଇଁ ସଜ୍ଞା ତିଆରି କରିବା କଷ୍ଟକର । "ମା"ର ପରିପୂରକ ବାପା

ମାଁ ଶିଶୁ ର ପ୍ରଥମ ଗୁରୁ ଓ ଶିକ୍ଷକ । ମାଁ ଶିଶୁ କୁ ଚରିତ୍ରବାନ ବନାଇଥାଏ ।

ମାଁ ଶିଶୁ କୁ ଶକ୍ତିଶାଳୀ ବନାଇ ଥାଏ


। ମାଁ ନିଜ ଶିଶୁ କୁ ରକ୍ଷା କ ବେଳେ କାଳି କାଲୀ ର ଅବତାର ନିଏଁ। ଶିଶୁ ପାଇଁ ସେ ମମତା ଓ ପ୍ରେମ ର ମୂର୍ତ୍ତି ହୁଏ ।

ଆଧାରସମ୍ପାଦନ କରନ୍ତୁ