ମଦନେଶ୍ୱର ମନ୍ଦିର

ଭାରତର ଏକ ହିନ୍ଦୁ ମନ୍ଦିର

ମଦନେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ଶୈବ ମନ୍ଦିର। ଏହା ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହା ଶିଶୁପାଳଗଡର ସନ୍ତରାପୁରଠାରେ ଅବସ୍ଥିତ । ଏଠାରେ ଶିବଲିଙ୍ଗ ସହ ଯୋନିପୀଠ ମଧ୍ୟ ରହିଛି । ମୁଖ୍ୟ ମନ୍ଦିର ଅନେକ ଆଗରୁ ଭଗ୍ନ ହେଇଯାଇଥିବା ବେଳେ ପ୍ରଭାଗ ଅଂଶ ରହିଛି । ମନ୍ଦିରର ଉତ୍ତର , ପଶ୍ଚିମ ଓ ପୂର୍ବ ଦିଗରେ ବାସଗୃହ ସବୁ ରହିଥିବା ବେଳେ ଦକ୍ଷିଣରେ ରାସ୍ତା ରହିଛି । ମନ୍ଦିର ପୂର୍ବ ଦିଗକୁ ମୁଖ କରି ରହିଥିଲା । ପ୍ରଭାଗ ଅଂଶକୁ ମରାମତି କରାଯିଛି ।

ମଦନେଶ୍ୱର ମନ୍ଦିର
ମଦନେଶ୍ୱର ମନ୍ଦିର, ଭୁବନେଶ୍ୱର
ମଦନେଶ୍ୱର ମନ୍ଦିର, ଭୁବନେଶ୍ୱର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
ସ୍ଥାନଭୁବନେଶ୍ୱର
Countryଭାରତ

ଆଧାର ସମ୍ପାଦନା

  • Book: Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)

ବାହାର ଆଧାର ସମ୍ପାଦନା