ମତେ ଆଣିଦେଲ ଲକ୍ଷେ ଫଗୁଣ

୨୦୦୮ର ଓଡ଼ିଆ କଥାଚିତ୍ର

ମତେ ଆଣିଦେଲ ଲକ୍ଷେ ଫଗୁଣ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ କୁମାର ପଲାଇ ଏବଂ ପ୍ରଶାନ୍ତ କୁମାର ମାର୍ଥା । ଶାରଦା ପ୍ରସନ୍ନ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମତେ ଆଣିଦେଲ ଲକ୍ଷେ ଫଗୁଣ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ କୁମାର ପଲାଇ, ପ୍ରଶାନ୍ତ କୁମାର ମାର୍ଥ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଶାରଦା ପ୍ରସନ୍ନ ପଣ୍ଡା
କଳାକାରସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ସିଦ୍ଧାନ୍ତ ମହାପାତ୍ର, ଅନିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ତୃପ୍ତି ସିହ୍ନା
ସଙ୍ଗୀତଶାନ୍ତିରାଜ ଖୋସ୍‌ଲା
ଚିତ୍ରଗ୍ରହଣରଞ୍ଜନ ମିଶ୍ର, ସତ୍ୟ ପଟ୍ଟନାୟକ
ସମ୍ପାଦକସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ
୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ।[୩] ସିଦ୍ଧାନ୍ତ ମହାପାତ୍ର, ଅନିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ବିରେନ ମିଶ୍ର, ତୃପ୍ତି ସିହ୍ନା, ଦୀପ୍‌ଶିଖା, ସରୋଜ ଦାସ, ମିହିର ଦାସ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍‌ଲାବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସସ୍ମିତା ମିଶ୍ର, ତପୁ ମିଶ୍ର, ଶକ୍ତି ମିଶ୍ର, ସ‌ହଦେବ ନାୟକ, ପମି, ଶୈଳଭାମା ମହାପାତ୍ର, ସୁବାଶିଷ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ତୋ ପାଇଁ ନିଆଁରେ" 
2."ଏମିତି ଏ ଜୀବନ ହାଏ" 
3."ହରେ ରାମ ହରେ କ୍ରିଷ୍ଣା" 
4."ହୈୟା ହୈୟାର ହୈୟା" 
5."ସରଗ ପରୀଟେ ସୁନାର ଶାରୀଟେ" 
6."ଆମେ ଟୋକ ଷଣ୍ଢ ମାର୍କା" 
7."ମତେ ଆଣିଦେଲ ଲକ୍ଷେ ଫଗୁଣ" 

ଆଧାର ସମ୍ପାଦନା

  1. ୧.୦ ୧.୧ "ଆଗଧାଡିର ନାୟିକା ଅର୍ଚ୍ଚିତା ସାହୁ". Sankalpa Odisha. 6 December 2017. Retrieved 13 January 2018.
  2. ୨.୦ ୨.୧ "ଆଠବର୍ଷ ହେବ ସଞ୍ଜୟଙ୍କ ସହ କାମ କରିନାହାନ୍ତି ଅର୍ଚ୍ଚିତା!". ସମ୍ବାଦ. 30 July 2017. Retrieved 13 January 2018.
  3. "ତୋର ମୋର ଯୋଡ଼ି ସୁନ୍ଦର". Odisha Reporter. 5 August 2015. Retrieved 13 January 2018.
  4. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.{{cite news}}: CS1 maint: unrecognized language (link)
  5. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା