ଭେଣ୍ଡି ଭଜା ଭାରତର ଏକ ଜଣାଶୁଣା ବ୍ୟଞ୍ଜନ ଅଟେ ।[୧] ଭେଣ୍ଡିକୁ ଛୋଟ ଟୁକୁଡାରେ କାଟି ତାକୁ ତେଲରେ ବିଭିନ୍ନ ମସଲା ସ‌ହିର ଭଜା ଯାଏ ।

ଭେଣ୍ଡି ଭଜା
ଭେଣ୍ଡି ଭଜା
ପ୍ରକାରଭଜା
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଭାରତର ରାଜ୍ୟ
ମୁଖ୍ୟ ଉପାଦାନଭେଣ୍ଡି, ତେଲ, ମସଲା

ଏହାକୁ ଭାତ ସ‌ହିତ କିମ୍ବା ରୁଟି ସ‌ହିତ ଖାଆନ୍ତି।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "Okra nutrition facts". nutrition-and-you.com. Retrieved 5 June 2015.

External links ସମ୍ପାଦନା