ଭୁବନେଶ୍ୱର ରେଳ ଷ୍ଟେସନ

ରେଳ ଷ୍ଟେସନ
(ଭୁବନେଶ୍ବର ରେଳ ଷ୍ଟେସନରୁ ଲେଉଟି ଆସିଛି)

ଭୁବନେଶ୍ୱର ରେଳ ଷ୍ଟେସନ, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ । ଭୁବନେଶ୍ୱର ପୂର୍ବତଟ ରେଳବାଇର ମୁଖ୍ୟଳୟ ମଧ୍ୟ । 

ଭୁବନେଶ୍ୱର
Indian Railway Station
ଭୁବନେଶ୍ୱର ରେଳ ଷ୍ଟେସନ
Station statistics
Addressମାଷ୍ଟର କାଣ୍ଟିନ, ଭୁବନେଶ୍ୱର, ଓଡ଼ିଶା
ଭାରତ
Coordinates20°15′56″N 85°50′35″E / 20.2656°N 85.8431°E / 20.2656; 85.8431
Elevation33.22 metres (109.0 ft)
LinesHowrah-Chennai main line, Kharagpur-Puri line
StructureStandard (on ground station)
Platforms6[ଆଧାର ଲୋଡ଼ା]
Tracks8 Broad gauge
ParkingAvailable
Other information
Opened1896; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1896)[ଆଧାର ଲୋଡ଼ା]
Electrified୨୦୦୧ରୁ
Accessibleଛାଞ୍ଚ:Access icon
CodeBBS
Zone(s) ପୂର୍ବତଟ ରେଳ ବିଭାଗ
Division(s) Khurda Road
Operatorଭାରତୀୟ ରେଳ

ଇତିହାସ  ସମ୍ପାଦନା

୧୮୯୩ରୁ ୧୮୯୬ ମଧ୍ୟରେ ପୂର୍ବତଟ ରାଜ୍ୟ ରେଳବାଇର ୮୦୦ ମାଇଲ ରେଳପଥ ତିଆରି ହୋଇ କାର୍ଯ୍ୟକ୍ଷମ ହେଲା । ଏଥିପାଇଁ ବ୍ରାହ୍ମଣୀ, ବୈତରଣୀ, କାଠଯୋଡ଼ି ଓ ବିରୂପା ଆଦି ନଦୀ ଉପରେ ଦୀର୍ଘ ପୋଲ ନିର୍ମିତ ହେଲା । ୨୦୦୩ରେ ପୂର୍ବତଟ ରେଳବାଇର ଗଠନ ହେଲା । ଭୁବନେଶ୍ୱରରୁ ଖୋର୍ଦ୍ଧା ରୋଡ଼ ଲାଇନର ବିଦ୍ୟୁତିକରଣ ୨୦୦୧-୨ରେ ହେଇଥିବା ବେଳେ ଭୁବନେଶ୍ୱର-ବାରଙ୍ଗ ସେକ୍ସନ ୨୦୦୨-୦୩ରେ ହେଇଥିଲା ।[୧]

ଷ୍ଟେସନରେ ଥିବା ସୁବିଧା ସମ୍ପାଦନା

 
ପ୍ଲାଟଫର୍ମ ୬ ପଟରୁ ଷ୍ଟେସନକୁ ଯିବାକୁ ବାଟ

ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ  ରେଳ-ଟେଲ ତରଫରୁ wi-fi ସେବା ଯୋଗାଇ ଦିଅ ଯାଇଛି । ଏହି ସେବାଦ୍ୱାରା ଦୈନିକ ୧.୪ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆକଳନ କରା ଯାଇଛି ।[୨]

ନିକଟସ୍ଥ  ଷ୍ଟେସନ ସବୁ  ସମ୍ପାଦନା

ଭୁବନେଶ୍ୱର ସହର ପରିସୀମା ଭିତରେ ସମୁଦାୟ ୬ଟି ଷ୍ଟେସନ ବର୍ତ୍ତମାନ ଥିବାବେଳେ ଆଉ ଏକ ଷ୍ଟେସନର ନିର୍ମାଣ ଚାଲିଛି । 

ଷ୍ଟେସନ ନାମ ଷ୍ଟେସନ କୋଡ଼ ପ୍ଲାଟଫର୍ମ
ଭୁବନେଶ୍ୱର ଷ୍ଟେସନ BBS 6
ମଞ୍ଚେଶ୍ୱର MCS 4
ଲିଙ୍ଗରାଜ ମନ୍ଦିର ରୋଡ଼ ରେଳଷ୍ଟେସନ LGTR 2
ବାଣୀ ବିହାର BNBH 2
ପଟିଆ PTBA 2
Sarkantra SRKT 2

ନୂଆ ଭୁବନେଶ୍ୱର ଷ୍ଟେସନ  ସମ୍ପାଦନା

ଭୁବନେଶ୍ୱର ଷ୍ଟେସନରେ ଭିଡ କମାଇବାକୁ ମଞ୍ଚେଶ୍ୱର ଓ ବାରଙ୍ଗ ମଝିରେ ନୂଆ ଭୁବନେଶ୍ୱର ନାମରେ ଏକ ଷ୍ଟେସନର ନିର୍ମାଣ କାର୍ଯ୍ୟ ଚାଲିଛି ।[୩] ତାହା ଭୁବନେଶ୍ୱରର ଉତ୍ତର ଦିଗରେ ଅବସ୍ଥିତ । [୪]

ଭୁବନେଶ୍ୱର ଷ୍ଟେସନରେ ଯାତାୟତ ସମ୍ପାଦନା

 
Railway tracks of Bhubaneswar railway station

ଭାରତୀୟ ରେଳବାଇର[୫]ର ସମସ୍ତ ଷ୍ଟେସନ ମଧ୍ୟରେ ସର୍ବାଧିକ ବୁକିଙ୍ଗ ହଉଥିବା ଷ୍ଟେସନ ତାଲିକାରେ ଭୁବନେଶ୍ୱରର ସ୍ଥାନ ରହିଛି । ସମୁଦାୟ ୧୭୩ଟି ଟ୍ରେନର ରହଣି ଏହି ଷ୍ଟେସନରେ ହେଇଥାଏ । ମୂଳ ଷ୍ଟେସନ ହିସାବରେ ଏଠାରୁ ୩୪ [୬]ଟି ଟ୍ରେନ  ଚାଲିଥାଏ । ଦୈନିକ ୧.୫ ଲକ୍ଷରୁ ଅଧିକ  ଯାତ୍ରୀ ଏହି ଷ୍ଟେସନ ଦେଇ ଯାତାୟତ କରିଥାଆନ୍ତି । 

ଆଧାର ସମ୍ପାଦନା

  1. "History of Electrification".
  2. http://timesofindia.indiatimes.com/tech/tech-news/Googles-free-Wi-Fi-service-arrives-at-Bhubaneswar-railway-station/articleshow/51864851.cms
  3. "'New Bhubaneswar' in the offing". The Hindu, 16 September 2012. Retrieved 2012-12-30.
  4. "'New Bhubaneswar' in the offing".
  5. "Indian Railways Passenger Reservation Enquiry".
  6. http://indiarailinfo.com/station/map/bhubaneswar-bbs/238