[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଭିଲାଇ
ହିନ୍ଦୀ : भिलाई
Twin City
Bhilai nagar Railway Station
Bhilai nagar Railway Station
ଦେଶଭାରତ
ରାଜ୍ୟଛତିଶଗଡ଼
ଜିଲ୍ଲାଦୁର୍ଗ ଜିଲ୍ଲା
Government
 • MayorSmt.Nirmala Yadav (congress)
Elevation
452 m (1,483 ft)
Population
 (2011)
 • Metro
୧୦,୬୪,୦୦୦
ଭାଷା
 • ସରକାରୀହିନ୍ଦୀ, ଛତିଶଗଡୀ଼
Time zoneUTC+5:30 (IST)
PIN
490 0xx
ଯାନବାହାନ ପଞ୍ଚୀକରଣCG-07

ଭିଲାଇ , ଛତିଶଗଡ଼ରେ ଅବସ୍ଥିତ ଦୁର୍ଗ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର।

ଭୂଗୋଳ ସମ୍ପାଦନା

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିଲାଇ ସହରର ମୋଟ ଜନସଂଖ୍ୟା ୫୫୩୮୩୭ ଅଟେ ।[୧] ସେଥି ମଧ୍ୟରୁ ୫୨.୩୪% ଜଣ ପରୁଷ ହୋଇଥିବା ବେଳେ ୪୭.୬୬% ଜଣ ନାରୀ ଅଟନ୍ତି । ଭିଲାଇର ସାକ୍ଷରତା ହାର ୭୨.୮୧% ଅଟେ । ଏହା ଜାତୀୟ ହାରଠାରୁ ୭.୯୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୫୯% ପ୍ରତିଶତ ପୁରୁଷ ଓ ୩୧.୨୧% ନାରୀ ଅଟନ୍ତି । ୧୩.୧୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା ସମ୍ପାଦନା

ହିନ୍ଦୀ ଭିଲାଇର ସରକାରୀ ଭାଷା ଅଟେ ।


ଇତିହାସ ସମ୍ପାଦନା

ପର୍ଯ୍ୟଟନ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ଅଧିକ ତଥ୍ୟ ସମ୍ପାଦନା