ଭିନ୍ନସ୍ୱର
ଭିନ୍ନସ୍ୱର, ଦେବାଶିଷ ସାମନ୍ତରାୟଙ୍କଦ୍ୱାରା ଲିଖିତ ଏକ କ୍ଷୁଦ୍ରଗଳ୍ପ ସଂକଳନ । ଏହି ଗଳ୍ପ ସଂକଳନରେ ୧୦ଟି ଗଳ୍ପ ସ୍ଥାନ ପାଇଛି । ଏହି ପୁସ୍ତକଟି ୨୦୦୮-୦୯ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର ଲାଭ କରିଥିଲା ।
ଭିନ୍ନସ୍ୱର | |
---|---|
ଲେଖକ | ଦେବାଶିଷ ସାମନ୍ତରାୟ |
ମଲାଟ ଚିତ୍ରକର | ଶୁଭ୍ରାଂଶୁ ପଣ୍ଡା |
ଦେଶ | ![]() |
ଭାଷା | ଓଡ଼ିଆ |
ବିଭାଗ | ଗଳ୍ପ ସଙ୍କଳନ |
ପ୍ରକାଶକ | ଓଡ଼ିଶା ସାହିତ୍ୟ ଏକାଡ଼େମୀ |
ପ୍ରକାଶ ତାରିଖ | ୨୦୧୩ |
ମାଧ୍ୟମ ପ୍ରକାର | ବନ୍ଧେଇ, ଛପାବହି |
ପୃଷ୍ଠା | ୮୪ |
ପୁରସ୍କାର
ସମ୍ପାଦନା- ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର - ୨୦୦୮-୦୯