ମୁଖ୍ୟ ସୂଚୀ ଦେଖିବେ

ଭାରତ (ଚଳଚିତ୍ର)

୨୦୧୯ର ହିନ୍ଦୀ କଥାଚିତ୍ର

ଭାରତ ହେଉଛି, ୨୦୧୯ ମସିହାରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିବା ଏକ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ଲେଖକ ଏବଂ ନିର୍ଦେଶକ ହେଉଛନ୍ତି ଅଲି ଆୱାଜ ଜଫର । ଏହାର ମୁଖ୍ୟ ଭୂମିକାରେ ଅଛନ୍ତି, ସଲମାନ ଖାଁ, କଟ୍ରୀନା ଖଏଫ, ଦିଶା ପଟାନି, ତବୁ ଏବଂ ଜ୍ୟାକି ସରଫ । ଭାରତ ବର୍ଷର ସ୍ୱାଧୀନତା ପରର ଅବସ୍ଥାକୁ, ଜଣେ ସାମାନ୍ୟ ଲୋକର ଦୃଷ୍ଟିକୋଣରୁ ଦର୍ଶାଇବା ପାଇଁ ଏହି ଚଳଚ୍ଚିତ୍ରଟିରେ ଚେଷ୍ଠା କରାଯାଇ ଅଛି ।