ଭାରତୀୟ ପାର୍ବତ୍ୟ ରାଜ୍ୟ ସମୂହ

Theଭାରତୀୟ ପାର୍ବତ୍ୟ ରାଜ୍ୟ ସମୂହ ବ୍ରିଟିଶ ଶାସନକାଳରେ ରହିଥିବା  ଭାରତୀୟ ପାର୍ବତ୍ୟ ଅଞ୍ଚଳରେ ଥିବା ରାଜକୀୟ ରାଜ୍ୟଗୁଡିକ ଥିଲା । ଏହି ରାଜ୍ୟ ସବୁ ଉତ୍ତର ଦିଗରେ ସିମାଞ୍ଚଳରେ ଥିଲା । 

ଇତିହାସ  ସମ୍ପାଦନା

ରାଜକୀୟ ସମୟରେ ମୋଗଲ ସମ୍ଭ୍ରାଜ୍ୟ ଅଧୀନରେ ଥିବା କେତେକ ରାଜ୍ୟ ଅନେକ ପୂର୍ବରୁ ବ୍ରିଟିଶମାନଙ୍କ ଅଧୀନତା ସ୍ୱୀକାର କରିଥିବା ବେଳେ ଏହି ଅଞ୍ଚଳର ଦୁଇଟି ଦଳର ପାର୍ବତ୍ୟ ଆଞ୍ଚଳ ରାଜ୍ୟ ଖୁବ ପରେ 2ଟି ସମର ଓ ବିଦ୍ରୋହ ପରେ ବ୍ରିଟିଶ ଅଧୀନକୁ ଆସିଥିଲେ । ପରେ ଏହି ରାଜ୍ୟ ସବୁକୁ ସ୍ୱାଧୀନତା ପରେ ପଞ୍ଜାବ , ହରିୟାଣା ଓ ହିମାଚଳ ପ୍ରଦେଶ ଅଞ୍ଚଳ ଭାବରେ ରଖା ଯାଇଗଲା  । 

ସିମଳା ପର୍ବତ୍ୟାଞ୍ଚଳ  ସମ୍ପାଦନା

 
କେତେତି ବର୍ବତ୍ୟାଞ୍ଚଳ ରାଜ୍ୟର 1911ର ଅବସ୍ଥିତିର ମାନଚିତ୍ର 

ଅଧୀନ ରାଜ୍ୟ ଓ ଜାଗିରଦାର  ସମେତ 28ଟି ପଶ୍ଚିମ ହିମାଳୟ ରାଜ୍ୟ ସମୂହକୁ ସିମଳା ପାର୍ବତ୍ୟ ରାଜ୍ୟ ସମୂହ[୧] କୁହାଯାଉ ଥିଲା । ଏହି ରାଜ୍ୟଗୁଡ଼ିକ ରାଜପୁତ ହିନ୍ଦୁ ଶାସକ[୨][୩] ମାନଙ୍କଦ୍ୱାରା ଶାସିତ ହଉଥିଲା । ଏହି ରାଜ୍ୟମାନଙ୍କର ଅଧିବାସୀମାନେ ମୁଖ୍ଯତଃ ହିନ୍ଦୁ ଥିଲେ ଓ କିଛି ମାତ୍ରାରେ ବୌଦ୍ଧ  ମଧ୍ୟ ରହିଥିଲେ । ସେମାନେ ହିନ୍ଦୀ , ପଞ୍ଜାବୀ , ଉର୍ଦ୍ଦୁ ଓ ପାରସ୍ୟ ଭାଷା ବ୍ୟବହାର୍କାରୁଥିଲେ । 

ସତଲେଜ ନଦୀର ଉଭୟ ପାର୍ଶ୍ୱରେ ଥିବା 4,800 ବର୍ଗ କିଲୋମିଟରର ପ୍ରାୟ ତିନି ଚତୁର୍ଥାଂଶ ଅଞ୍ଚଳ ଏହି ରାଜ୍ୟ ସମୂହର ଅଧିକାରରେ ଥିବା ବେଳେ ସେମାନଙ୍କୁ ରାଜା ବା ରାଣା ବା ବାଶହରମାନେ ଶାସନ କରୁଥିଲେ । ତାହା ମଧ୍ୟରୁ କ୍ଷେନଦୀର ଠାକୁର ଓ ଦେଲାଥର ଠାକୁର ମୁଖ୍ୟ । ଅନ୍ୟଗୁଡ଼ିକ ଖୁବ କ୍ଷୁଦ୍ରକାୟ ରାଜକୀୟ ରାଜ୍ୟ ସତଲେଜ ନଦୀର ଆହୁରି ଦକ୍ଷିଣ ଓ ବାମ ଅଞ୍ଚଳରେ ରହିଥିଲେ ।ସେଗୁଡ଼ିକ ହେଲା ,   

  • ବଳଶାନର ରାଣା 
  • ବେଜାର ଠାକୁର 
  • ଭାଜିର ରାଣା 
  • ଭଗତର ରାଜକୁମାର 
  • ବିଳାସପୁରର ରାଜା 
  • ଡାକୋଟିର ରାଣା 
  • ଧାମିର ରାଣା 
  • ଯୁବବଳ ରାଜ୍ୟର ରାଣା 
    • ଧାଡିର ରାଣା , ଯାହା ଯୁବବଳର ଉପରାଜ୍ୟ ଥିଲା  
  • କେଔନ୍ଥାଳର ରାଜା 
    • ଗୁଣ୍ଠର ଜାଗିର୍ଦାର 
    • କୋଟିର ରାଣା 
    • ମାଧାନର ରାଣା 
    • ରାତେଶ ବା କୋଟି ଦୁର୍ଗର ଠାକୁର 
    • ଥିୟଗର ରାଣା 
  • କୁନିହାରର ରାଣା 
  • କୁଠାରର ରାଣା 
  • ମହଲୋଗର ରାଣା 
  • ମଙ୍ଗଳର ରାଣା 
  • ନଲଗଡର ରାଣା 
  • ସଙ୍ଗରୀର ରାଣା ବା ରାଇ ମିଆଁ 

  • ଥରହୋଚର ରାଣା 

ସିମଳା ପାର୍ବତ୍ୟ ରାଜ୍ୟ ସାନୁହ ସ୍ୱାଧୀନତା ପରେ ହିମାଚଳ ପ୍ରଦେଶର ଅଂଶ ହେଇ ରହିଲେ । 

ପଞ୍ଜାବ ପର୍ବାଞ୍ଚଳ ରାଜ୍ୟ ସମୂହ  ସମ୍ପାଦନା

  • ଚାମବା 
  • ଶିବା Ashok K. Thakur.
  • ମାଣ୍ଡୀ 
  • ସୁକେଟ 
  • ତେହରି ଗର୍ହବାଳ Uttar Pradesh), entitled to an 11 gun salute
  • ଇତ୍ୟାଦି 

ଆଧାର ଓ ସ୍ରୋତ  ସମ୍ପାଦନା

ବାହାର ଲିଙ୍କ ସମୂହ  ସମ୍ପାଦନା