ଭାରତୀୟ ଟେଲିଫୋନ ନମ୍ବର ପ୍ରଣାଳୀ

ଛାଞ୍ଚ:Infobox country telephone plan

A public call office (PCO) in Auroville, India

ଲାଣ୍ଡଲାଇନ ନମ୍ବର  ସମ୍ପାଦନା

ଭାରତର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ STD (Subscriber Trunk Dialling ) କୋଡ ପ୍ରଦାନ କରାଯାଇଛି । ବୃହତ ସହରମାନଙ୍କ ପାଇଁ ଗୋଟିଏ କୋଡ ରହିଥିବା ବେଳେ ଗ୍ରାମାଞ୍ଚଳରେ ଅନେକ ଗ୍ରାମକୁ ଏକ କୋଡରେ ରଖାଯାଇଥାଏ । 

Tier-2 Cities in India have STD code with 3 digits. For example,

ଭାରତର ପ୍ରଥମ STD କଲ୍ଲ କାନପୁର ଓ ଲକ୍ଷ୍ନୋ ମଧ୍ୟରେ ହେଇଥିଲା । 

କୋଡକୁ ଛାଡି ମୋବାଇଲ ନାମବାର ସାଧାରଣତଃ 8 ଡିଜିତର ଥାଏ । 

ମୋବାଇଲ ନମ୍ବର  ସମ୍ପାଦନା

ମୋବାଇଲ ନମ୍ବର ଭାରତରେ 10 ଡିଜିଟର ଥାଏ । ସେଥିରେ +91 ଭାବରେ ଭାରତୀୟ ଏରିୟା କୋଡ ଲାଗେ । 

ଟେଲିମାର୍କେଟିଙ୍ଗ ନମ୍ବର  ସମ୍ପାଦନା

ଟେଲିମାର୍କେଟିଙ୍ଗ ପାଇଁ କମପଣିମାନଙ୍କୁ 140 ଥାଇ 10 ଡିଜିଟର ନମ୍ବର ଦିଆଯାଇଥାଏ ।[୧][୨]

ଆଧାର  ସମ୍ପାଦନା

  1. Trai fails to set deadline on pesky calls
  2. "'Publishing tariff plans by telecom service providers mandatory'". Archived from the original on 2013-10-02. Retrieved 2016-12-06.

ବାହାର ଲିଙ୍କ  ସମ୍ପାଦନା