ଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଭାରତୀୟ କମ୍ଯୁନିସ୍ଟ ପାର୍ଟି ଆମ ଦେଶର ଏକ ପୁରୁଣା ରାଜନୈତିକ ଦଳ। ଏହା ସମ୍ୟବାଦୀ ଚିନ୍ତାଧାରା ଉପରେ ପର୍ଜ୍ୟବେଶିତ।
ଭାରତୀୟ କମ୍ଯୁନିସ୍ଟ ପାର୍ଟି | |
---|---|
Secretary-General | ଏସ. ସୁଧାକର ରେଡ୍ଡୀ |
ଗଠନ | ୨୬ ଡିସେମ୍ବର, ୧୯୨୫ |
ମୁଖ୍ୟ କାର୍ଯ୍ୟାଳୟ | ଅଜୟ ଭବନ, ୧୫ କମରେଡ ଇନ୍ଦ୍ରଜିତ ଗୁପ୍ତା ମାର୍ଗ ନୂଆ ଦିଲ୍ଲି, ୧୧୦୦୦୨ |
ମୁଖପତ୍ର (ଖବର କାଗଜ) | ନିଉ ଏଜ (ଇଂ) ମୁକ୍ତି ସଂଘର୍ଷ(ହିନ୍ଦୀ) କାଳନ୍ତର(ବଙ୍ଗାଳୀ) |
ଛାତ୍ର ଶାଖା | ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେସନ (ଏ. ଆଇ.ଏସ.ଏଫ.) |
ଯୁବକ ଶାଖା | ଅଲ ଇଣ୍ଡିଆ ଯୂଥ ଫେଡେରେସନ |
ମହିଳା ଶାଖା | ନାସନାଲ ଫେଡେରେସନ ଅଫ ଇଣ୍ଡିଆନ ଓମେନ |
ଶ୍ରମିକ ଶାଖା | ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ, ଭାରତୀୟ କ୍ଷେତ ମଜଦୂର ୟୁନିଅନ |
ବିଚାରଧାରା | ସାମ୍ୟବାଦ, ବାମପନ୍ଥୀ |
ରାଜନୈତିକ ଅବସ୍ଥାନ | Center-left[୧] |
ରଙ୍ଗ | Red |
ଭା. ନି. କ. ସ୍ଥିତି | National Party |
ମେଣ୍ଟ | ବାମ ଦଳ |
ଲୋକସଭାରେ ଆସନ ସଂଖ୍ୟା | ୪ / ୫୪୫ |
ରାଜ୍ୟସଭାରେ ଆସନ ସଂଖ୍ୟା | ୩ / ୨୪୫ |
ୱେବସାଇଟ | |
communistparty |